ଆସନ୍ତାକାଲି ଖୋଲିବ ଭିତରକନିକା
କେନ୍ଦ୍ରାପଡ଼ା: ଆସନ୍ତାକାଲି ଅର୍ଥାତ୍ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ ଭିତରକନିକା ଅଭୟାରଣ୍ୟ ପରିଭ୍ରମଣ କରି ଏହାର ବେଶ୍ ମଜା ନେଇପାରିବେ। ସୂଚନା ଥାଉକି, କୁମ୍ଭୀର ପ୍ରଜନନ ପାଇଁ ୩…










