କୁଖ୍ୟାତ ଲୁଟେରାକୁ ଏନ୍କାଉଣ୍ଟର
କେନ୍ଦୁଝର: କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍। କୁଖ୍ୟାତ ଲୁଟେରା ମହମ୍ମଦ ନାସିଫକୁ କଲା ଏନ୍କାଉଣ୍ଟର। ନାସିଫର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧରରଣୀଧ ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଛି। ମେଡିକାଲ ପରିସରରେ ସଶସ୍ତ୍ର ପୁଲିସ…

