Tag: rain-odisha-jagrata odisha

ବେହାଲ କଲାଣି ଲଘୁଚାପ

ସାରା ରାଜ୍ୟରେ ଭୀଷଣ ବର୍ଷା । ଗତ ୨୪ ଘଣ୍ଟାରେ ବରଗଡ଼ର ସୋହେଲାରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଗଞ୍ଜାମରେ ୧୪୫.୪ ମିଲିମିଟର, ବରଗଡ଼ର ବରପାଲ୍ଲୀରେ ୧୪୫, ଛତ୍ରପୁରରେ ୧୩୪, ବିଜେପୁରରେ ୧୨୬, ବଲାଙ୍ଗିରରେ ୧୨୨,…