ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଡିଟ ଫଟୋ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ
ପୁରୀ: ସୋସିଆଲ ମିଡିଆରେ ମହାପ୍ରଭୁଙ୍କୁ ନେଇ ଆପତ୍ତିଜନକ ଏଡିଟ ଫୋଟୋ ଓ ପୋଷ୍ଟ କଲେ ପୁରୀ ପୋଲିସ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୁରୀ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।ପୁରୀ ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା…


