ଭୋଲଟାସ୍ ଅଧ୍ୟକ୍ଷ ପଦରୁ ଓହରିଲେ ନୋଏଲ ଟାଟା
ନୂଆଦିଲ୍ଲୀ: ଟ୍ରେଣ୍ଟ ଅଧ୍ୟକ୍ଷ ପଦରୁ ଓହରିବାର ସପ୍ତାହକ ପରେ ନୋଏଲ ଟାଟା ଭୋଲଟାସ୍ର ଅଧ୍ୟକ୍ଷ ପଦରୁ ମଧ୍ୟ ଓହରିବା ନେଇ ଘୋଷଣା କରିଛନ୍ତି। ଭୋଲଟାସ୍ର ୭୨ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍ବୋଧନ ଦେବା ସମୟରେ ୬୯ ବର୍ଷୀୟ ନୋଏଲ ଅଂଶଧାରୀମାନଙ୍କୁ କହିଛନ୍ତି…






