୬ରେ ପୁରୀ-କୋରାପୁଟ ଟ୍ରେନ ଓ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ
ଭୁବନଶ୍ୱର,: ୬ ତାରିଖରେ ପୁରୀ-କୋରାପୁଟ ଟ୍ରେନ ଓ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନିକିଆ ଓଡ଼ିଶା ଗସ୍ତରେ ଆସି ଶ୍ରୀ ବୈଷ୍ଣବ ସକାଳ ୯ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ…

