ସ୍ତ୍ରୀ –ଝିଅକୁ ହତ୍ୟା ଘଟଣାର ପର୍ଦ୍ଦାଫାସ : ଅଭିଯୁକ୍ତ ସ୍ବାମୀ ଗିରଫ
କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିରେ ଘଟିଥିବା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ହତ୍ୟା ଘଟଣାରେ ଚୈତନ୍ୟ ଟୁଡୁକୁ ପୁଲିସ ଗିରଫ କରିଛି। ପାରିବାରିକ କଳହକୁ ନେଇ ସେ ନିଜ ସ୍ତ୍ରୀ…










