ଜୁଆ ଆଡ୍ଡାରେ ରେଡ୍, ୭୦ ଗିରଫ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁରେ ଚାଲିଥିଲା ଏକ ବଡ଼ଧରଣର ଜୁଆ ଆଡ୍ଡା । କେବଳ ପାରଳା ସହର ନୁହେଁ, ଗଜପତି ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସି ଲୋକମାନେ ଏଥଇରେ ସାମିଲ…
Your blog category
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁରେ ଚାଲିଥିଲା ଏକ ବଡ଼ଧରଣର ଜୁଆ ଆଡ୍ଡା । କେବଳ ପାରଳା ସହର ନୁହେଁ, ଗଜପତି ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସି ଲୋକମାନେ ଏଥଇରେ ସାମିଲ…
କୋକୋସରା : ଯୌତୁକ ଲୋଭରେ ବୋହୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଶ୍ଵଶୁର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…
ଭୁବନେଶ୍ୱର: ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି ହେଲେ ମହିଳାଙ୍କୁ ହ୍ବାଟ୍ସଆପ୍ରେ ଭିଡିଓ କଲ୍ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ନ…
ଆସ୍କା : ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗାଁରେ । ମୃତକ ହେଲେ ସେହି ଗାଁର କଂଗ୍ରେସ ନାହାକ । ସୂଚନାଅନୁସାରେ, ବିଳମ୍ବିତ ରାତିରେ…
ଭୁବନେଶ୍ଵର : ଭୁବନେଶ୍ବର ପୂର୍ତ୍ତ ବିଭାଗ ୧ ନମ୍ବର ଡିଭିଜନରେ ଦୁର୍ନୀତି ମାମଲା । ୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ହେରଫେର ମାମଲାରେ ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ । ପୁରୀ ଡିଭିଜନର ବରିଷ୍ଠ ସହାୟକ ବିଶ୍ବନାଥ ଦାସ, ଭୁବନେଶ୍ବର…
ବାଙ୍କୀ: ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆକ୍ସନ୍ ମୋଡ୍ରେ ଆସିଛି ଇଡି । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ପୈତୃକ ଘର ସମେତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ…
ଜଗତସିଂହପୁର: ଆଜିଜଗତସିଂହପୁର ସମଗ୍ର ଶିକ୍ଷା ଅଭିଯାନ (SSA) ର ଡିଇଓ/ଡିପିସି (ଜିଲ୍ଲା ପ୍ରକଳ୍ପ ସଂଯୋଜକ) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ଓଡ଼ିଶା ଭିଜିଲାନ୍ସ ଏକ ମାମଲାରେ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କାବୁ କରିଛି। ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍ ବ୍ଲାକ୍ବୋର୍ଡ…
ଯାଜପୁର: ଦୀର୍ଘ 8 ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ କଲେଜ ମାନଙ୍କରେ ଦେଖିବାକୁ ମିଳିଲାନି ପ୍ରାକ୍ ନିର୍ବାଚନୀ ହିଂସା । ଆଜି(ଗୁରୁବାର) ଭୋର୍ ସମୟରେ ଯାଜପୁର ଜିଲ୍ଲାର…
ଭୁବନେଶ୍ୱର: ନୂଆପଲ୍ଲୀ ଅଞ୍ଚଳରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ତ୍ୱରିତ ତଦନ୍ତ ସହ ଚାର୍ଜସିଟ୍ ଦାଖଲକୁ ଗୁରୁତ୍ୱ ଦେଉଛି । ସବୁ ଦିଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରାଯାଉଛି । ସାକ୍ଷ୍ୟ ପ୍ରମାଣ ଯୋଗାଡି଼ବାରେ ପୁଲିସ ଦିନରାତି ଏକ…
ବାଲେଶ୍ୱର/ବେତନଟୀ: ବେଆଇନ୍ ସମ୍ପତ୍ତି ଠୁଳ କରିଥିଲେ । ଦିନେ ନା ଦିନେ ଭିଜିଲାନ୍ସ ଚଢ଼ଉ ହେବ ଆଶଙ୍କା ମଧ୍ୟ କରିଥିଲେ । ଏଥିରୁ ବର୍ତ୍ତିବାକୁ ସମ୍ପତ୍ତିର କାଗଜପତ୍ର ଜଣେ ବିଶ୍ୱସ୍ତ ଠିକାଦାରଙ୍କ ଘରେ ମାଟିତଳେ ଲୁଚାଇଥିଲେ । କିନ୍ତୁ ଉପାୟ କାମ…