୫୫.୬୯ ଲକ୍ଷ ଟଙ୍କା ଠକେଇ: ପୂର୍ବତନ ଜେଇ, ଏମ୍ଇ ଓ ଠିକାଦାର ଗିରଫ
ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଦୁର୍ନୀତି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ଗୁରୁବାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ସରକାରୀ ପାଣ୍ଠିରୁ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କା ଆତ୍ମସାତ୍ ଅଭିଯୋଗରେ ପୂର୍ବତନ କନିଷ୍ଠ ଯନ୍ତ୍ରୀ…










