Month: July 2026

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଯୁବକ ଜଣଙ୍କ ହେଲେ ବିନିକା ବେରିହାପଡାର ଜୟ ବାଗ (୨୫ ବର୍ଷ)। ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।…

ରାଜ୍ୟର ସବୁ ବ୍ରିଜ୍ର ହେବ ସ୍ଥିତି ଯାଞ୍ଚ, ୪ ସୁଦ୍ଧା ମୁଖ୍ୟ ରିପୋର୍ଟ

ଭୁବନେଶ୍ଵର : ଆସୁଛି ବର୍ଷା। ରାଜ୍ୟର ସବୁ ବ୍ରିଜ୍ ର ହେବ ସ୍ଥିତି ଯାଞ୍ଚ। ୪ ଜୁଲାଇ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ରିପୋର୍ଟ। ଦେଶର ବିଭିନ୍ନ ସ୍ଥାନରେ ପୁରୁଣା ବ୍ରିଜ୍ ଗୁଡ଼ିକ ଭୁଶୁଡିବା ଘଟଣାକୁ ନେଇ ବଢ଼ୁଥିବା ଚିନ୍ତା…

୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା, ଆଜିଠୁ ୨୦ ଦିନିଆ ପ୍ରି ଟେଷ୍ଟ୍‌

ଭୁବନେଶ୍ୱର : ଏପ୍ରିଲ ୧ ତାରିଖରୁ ଜନଗଣନା ପାଇଁ ସ୍ୱ-ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ସହିତ ମେ’ ୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଜନଗଣନା ଶେଷ ହେଲା । ତା ପରେ ମ୍ୟାପିଂ ସରିଛି । ୨୦୨୭ ଫେବ୍ରୁଆରୀରୁ…

୩ ତାରିଖରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତା ୩ ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।…

ଜୁଲାଇ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ:ଆଇଏମ୍‌ଡି ଡିଜି

ଭୁବନେଶ୍ୱର:ଜୁଲାଇ ମାସରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ବହୁ ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । କିନ୍ତୁ ଉପକୂଳ ଓ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବଢିଲା ଅଡୁଆ। ତାଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ DGPଙ୍କୁ ମଗାଗଲା ଚାର୍ଜସିଟ୍ ଚିଠା। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲରେ ବିବାଦକୁ ଆସିଥିଲେ…

ରଥଯାତ୍ରା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ହେବ । ପାରମ୍ପରିକ ଲୋକକଳା ପ୍ରଦର୍ଶନ କରାଯିବ। ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକ ସଂଖ୍ୟକ ଜଗନ୍ନାଥ ପ୍ରେମୀଙ୍କ ନିକଟରେ…

ଭାଣିଜୀକୁ ହତ୍ୟା ଘଟଣାରେ ମାମୁଁଙ୍କୁ ଫାଶୀଦଣ୍ଡ

​​​​​​​ବ୍ରହ୍ମପୁର : ଭାଣିଜୀକୁ ହତ୍ୟା ଘଟଣାରେ ମାମୁଁଙ୍କୁ ଫାଶୀ ଦଣ୍ଡ । ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଆଡହକ) ପୋକ୍ସୋ କୋର୍ଟ । ଅଭିଯୁକ୍ତ ମାମୁଁ ଜଣକ ହେଲେ ଶିପିରିଆନ୍ ଦିଗାଲ । ଗତ ୨୦୨୨ ମସିହା ଏପ୍ରିଲ…

ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା ରବି ଧାନ କିଣା ଅବଧି : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ରବି ଧାନ କିଣା ଅବଧିକୁ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଯୋଗାଣ ବିଭାଗ। ରାଜ୍ୟର ୫ଟି ଜିଲ୍ଲାରେ ଏବେ ବି ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୩…

କୋଳଥିଆ ଡବଲ ମର୍ଡର ଘଟଣା: ହତ୍ୟା ଘଟଣା ପଛରେ ଦୁଇ ସ୍କୁଲ ଛାତ୍ରଙ୍କ ହାତ

ଭୁବନେଶ୍ଵର: ଭୁବନେଶ୍ବର ଖଣ୍ଡଗିରି କୋଳଥିଆ ଡବଲ ମର୍ଡର ଘଟଣାରେ ବଡ଼ ଖୁଲାସା। ହତ୍ୟା ଘଟଣା ପଛରେ ଦୁଇ ସ୍କୁଲ ଛାତ୍ରଙ୍କ ହାତ। ଜଣେ ଦଶମ ଓ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ହତ୍ୟାକାରୀ ବୋଲି କହିଲେ ସିପି ଏସ୍‌. ଦେବଦତ୍ତ ସିଂ।…