Month: August 2026

୬୨୫.୪୭ ଫୁଟରେ ପହଞ୍ଚିଛି ହୀରାକୁଦ ଜଳସ୍ଥର

ସମ୍ବଲପୁର: ୨୨ ଟି ଗେଟ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ଉପର ମୁଣ୍ଡରୁ ହୀରାକୁଦ ଜଳ ଭଣ୍ଡାରକୁ ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ପାଣି ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ…

ବିପଦ ସଙ୍କେତ ଟପିଲା ଦୟା

କଣାସ: ବଢୁଛି ପାଣି, ବଢ଼ିବ ବିପଦ । ବନ୍ୟା ଆଶଙ୍କାରେ ନଈକୂଳିଆ ବାସିନ୍ଦା ଛାନିଆ । କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟା ନଦୀ ଓ ତା’ର ଶାଖା ନଦୀ ରାଜୁଆ, ମକରା, କଣିଆ, ଲୁଣା ନଦୀରେ ବନ୍ୟା ଜଳ ପତନ…

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଓ ସୁନା ଲୁଟ୍

ଭୁବନେଶ୍ୱର : ପୁଲିସକୁ ଖୋଲା ଚ୍ୟାଲେଞ୍ଜ। ରାଜଧାନୀରେ ବଡ଼ ଧରଣର ଲୁଟ୍ । ଜଣେ ବିଲ୍ଡରଙ୍କ ଘରୁ ବଡ଼ ଧରଣର ଡକାୟତି। ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା , କ୍ୟାସ, ଦାମୀ ଘଣ୍ଟା , ହୀରା ଖଚିତ…

ପ୍ରଧାନମନ୍ତ୍ରୀ ଭଗବାନ ବିଷ୍ଣୁଙ୍କ ଅବତାର:ସୁଦେଶ ବେରୀ

ନୂଆଦିଲ୍ଲୀ: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ମୋଦି ଜୀଙ୍କ…

ପଥଭ୍ରଷ୍ଟ ପିଲାମାନଙ୍କୁ ସଠିକ ପଥ ଦେଖାଇବା ଆମର କାମ:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ ଆସିଥିଲେ। କିଛି ଜଣଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହୋଇଥିବାବେଳେ ଅନେକଙ୍କୁ ଅନଲାଇନରେ ଟାର୍ଗେଟ…

ଆତଙ୍କବାଦୀ ଆକ୍ରମଣ, ୨ ଶ୍ରମିକ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଦୁଇଜଣ ଶ୍ରମିକ ଛତିଶଗଡ଼ର ବାସିନ୍ଦା ଥିଲେ। ଜଣେ ଶ୍ରମିକଙ୍କର ମୃତ୍ୟୁ ଗତକାଲି ଅର୍ଥାତ୍‌…

ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା ମୂଲ୍ୟ (ରିଟେଲ ପ୍ରାଇସ) ସ୍ଥିର କରାଯାଇଛି। ଗାଜେଟ ବିଜ୍ଞପ୍ତି ଅନୁଯାୟୀ, ହୃଦ୍‌ରୋଗ, ଡାଇବେଟିସ,…

ସୂର୍ଯ୍ୟ ସରୋବର ଯୋଜନା, ଗଭୀର ସମୁଦ୍ର ତୈଳ, ଗ୍ୟାସ୍ ଅନୁସନ୍ଧାନ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାର ଚାଷୀ, ଶକ୍ତି, କ୍ରୀଡ଼ା, ତୈଳ ଏବଂ ଗ୍ୟାସ କ୍ଷେତ୍ର ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଗାମୀ ପାଞ୍ଚ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ…

ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଲେ ଶାହା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ପ୍ରେରଣାରେ ବିକାଶ, ପ୍ରଗତି ଓ…