ରାଜାଙ୍କ ମୁଁହରେ କଣ୍ଢେଇ କାହାଣୀ
ଭୁବନେଶ୍ୱର: ରାଜାଙ୍କ କଣ୍ଢେଇ ଭାଙ୍ଗିଲା କେମିତି ? ରଙ୍ଗ ଛଡେଇଲା କିଏ? କାହାକୁ କହିଲେ କାରିଗର ? କାହାକୁ କଲେ ଟାର୍ଗେଟ ? ବିଜେଡିର ବରିଷ୍ଠ ବିଧାୟକଙ୍କ ମୁଁହରେ କଣ୍ଢେଇ କାହାଣୀ। ତା ପୁଣି ଆଠଗଡ଼ ସଭା ମଞ୍ଚରେ, ସରକାରୀ କାର୍ୟ୍ୟକ୍ରମରେ।…
ଭୁବନେଶ୍ୱର: ରାଜାଙ୍କ କଣ୍ଢେଇ ଭାଙ୍ଗିଲା କେମିତି ? ରଙ୍ଗ ଛଡେଇଲା କିଏ? କାହାକୁ କହିଲେ କାରିଗର ? କାହାକୁ କଲେ ଟାର୍ଗେଟ ? ବିଜେଡିର ବରିଷ୍ଠ ବିଧାୟକଙ୍କ ମୁଁହରେ କଣ୍ଢେଇ କାହାଣୀ। ତା ପୁଣି ଆଠଗଡ଼ ସଭା ମଞ୍ଚରେ, ସରକାରୀ କାର୍ୟ୍ୟକ୍ରମରେ।…
ବରଗଡ଼: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ କୁକୁର ଶିକାର ହୋଇଥିବା ଦେଖିବାକୁ ମିଳିବା ପରେ ଏହି ଆଶଙ୍କା ଅଧିକ ବଢ଼ି ଯାଇଛି।…
ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ। ଦୀର୍ଘ ଦିନର ମହାନଦୀ ଜଳ ବିବାଦ ସମାଧାନ ନେଇ କରିବେ ଆଲୋଚନା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ…
ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ପଣ୍ଡାଙ୍କ ସମର୍ଥନରେ ବାହାରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ଗଞ୍ଜାମ ଗସ୍ତ ସମୟରେ ସେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ବିକ୍ରମଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି…
ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆଜି ଦୁଇଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଭିତରୁ ଜଣେ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଅଞ୍ଚଳର ୪୦ବର୍ଷ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ଅନ୍ୟଜଣକ ଢଂସର ଗ୍ରାମର…
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ବିବାଦ ଦିନକୁ ଦିନ ପୁଣି ଘନେଇବାରେ ଲାଗିଛି। ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏହା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥ୍…
ପାରାଦୀପ: ପାରାଦୀପ ଗଡ଼ ବଜାର ନିକଟରେ ପାଣିଖାଲକୁ ଖସିଲା କାର। କାରରେ ଥିବା ଦମ୍ପତି ମୃତ। ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ। ପାରାଦ୍ଵୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରିଥିଲେ ବିଭୂତି। ଡିଭାଇଡରରେ ପିଟି…
ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ଶୁଣାଣି ସୁପ୍ରିମକୋର୍ଟର ଘୁଞ୍ଚିଛି । ଆସନ୍ତା ୭ ତାରିଖ ଦିନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି ।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆସନ୍ତା ୭…
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ୍ ଙ୍କ ୨୦୨୦ ମସିହାରେ ହୋଇଥିବା ରହସ୍ୟଜନକ ମୃତ୍ୟୁ ମାମଲାରେ ବମ୍ବେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ବୁଧବାର ହାଇକୋର୍ଟ ଏହି ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ…
ନୂଆଦିଲ୍ଲୀ:ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ଗୋଟିଏ ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ବାସଭବନ ମିଳିନାହିଁ। ସେ ଦିଲ୍ଲୀର ଛତରପୁରରେ ଥିବା ଭାରତୀୟ ଲୋକଦଳ(ଆଇଏନଏଲଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମହାଉସରେ ରହୁଛନ୍ତି। ସ୍ୱାସ୍ଥ୍ୟଗତ କାରଣ…