Month: October 2026

ଝାଡ଼ାବାନ୍ତି: 2 ମୃତ, ୬ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ପରେ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗ୍ରାମରେ ଝାଡ଼ାବାନ୍ତିରେ ୭ରୁ ଅଧିକ ଜଣ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇଙ୍କର ମୃତ୍ୟୁ…

ଟ୍ରଲି ବ୍ୟାଗରେ ଗଞ୍ଜେଇ ଚାଲାଣ, ୬ ଯୁବତୀ ଅଟକ

ଟିଟିଲାଗଡ଼: ଟ୍ରଲି ବ୍ୟାଗରେ ଗଞ୍ଜେଇ ଚାଲାଣ କରି ୬ ଯୁବତୀ ଅଟକ । ଟିଟିଲାଗଡ଼ ରେଲୱେ ଷ୍ଟେସନରେ ଜିଆରପି ପୁଲିସକୁ ବଡ଼ ସଫଳତା । ପେଟ୍ରୋଲିଙ୍ଗ କରୁଥିବାବେଳେ ୬ ଜଣ ଯୁବତୀ ସମତା ଏକ୍ସପ୍ରେସ ଟ୍ରେନରେ ତାଙ୍କର ୬ ଟି ଟ୍ରଲି…

ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ବୈଠକ

ଛିଣ୍ଡିବ କି ମହାନଦୀ କଳି ? ଜଳ ବିବାଦର ସମାଧାନ ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୈଠକ। ଉପସ୍ଥିତ ରହିବେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। CWC ମଧ୍ୟସ୍ଥତାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ବଣ୍ଟନର ସୂତ୍ର ଖୋଜା…

ଢେ଼ଲା ମାଡରେ ୫ ପୋଲିସ କର୍ମଚାରୀ ଏବଂ ଆଇଆଇସି ଆହତ

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚାପଡା ଗାଁ ରେ ଏକ ଗଣେଶ ଭଷାଣୀ ନେଇ ପୋଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଢେଲା ମାଡ ରେ ମାହାଙ୍ଗା ଥାନା ଅଧିକାରୀ ଜୁଗଳ କିଶୋର…

୮୦ ବର୍ଷୀୟାଙ୍କୁ ଜଙ୍ଗଲକୁ ଟାଣିନେଇ ଦୁଷ୍କର୍ମ!

ନବରଙ୍ଗପୁର: ୮୦ ବର୍ଷୀୟା ବୃଦ୍ଧାଙ୍କୁ ୩୫ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମ । ଜଙ୍ଗଲକୁ ଘୋଷାଡି ନେଇ ସାଂଘାତିକ କାଣ୍ଡ । ପାଶବିକତାର ସୀମା ଟପିଗଲା କାମାନ୍ଧ ଯୁବକ । ଏଭଳି ଲଜ୍ଜାଜନକ ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ…

କପାଳୀ ନଦୀର ତୃତୀୟ ବନ୍ୟା,ବହୁ ଗାଁ ଜଳମଗ୍ନ 

ଭଦ୍ରକ: ଘୁର୍ଣ୍ଣି ବଳୟ ଅର୍ଣ୍ଣବ ପ୍ରଭାବ ରେ କପାଳୀ ନଦୀର ବନ୍ୟା ଯୋଗୁଁ ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ଗ୍ରାମପଞ୍ଚାୟତର ବହୁ ଗ୍ରାମ ଜଳମଗ୍ନ ହୋଇପଡ଼ିଛି। ଆଜିବି ଅନେକ ମାଟି କାନ୍ଥ ଓ ଚଳାଛପର ଘର ରହିଥିବା ବେଳେ ଏବେର ବନ୍ୟା…

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଏ ସହର ଆମର ଏବଂ ଏହାର ସ୍ୱଚ୍ଛତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ବର୍ତ୍ତମାନ ଦେଶର ସ୍ୱଚ୍ଛତା Ranking ରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ଯଦି ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍…

ଅକ୍ଟୋବର୨ରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨ରୁ ନଭେମ୍ୱର ୨ ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟ ବ୍ୟାପୀ ସମସ୍ତ ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅକ୍ଟୋବର…

ସିଏଜି ରିପୋର୍ଟକୁ ଆଶା ବାଡ଼ି କରି ବିଜେପି ମିଛ ରାଜନୀତି କରୁଛି :ଲେଖାଶ୍ରୀ

ଭୁବନେଶ୍ୱର: ଡିଏମଏଫ ଫଣ୍ଡକୁ ନେଇ ଡବଲ ଇଞ୍ଜିନ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେପି ମୁଖପାତ୍ର ଓ ସାଂସଦମାନେ ମନ ଗଢ଼ା କଥା କହି ଲୋକ ମାନଙ୍କୁ ଭ୍ରମିତ କରୁଛନ୍ତି । ଏମଏମଡିଆର ଭଳି ପ୍ରସଙ୍ଗକୁ ଏଡାଇ ଦେବାକୁ ବିଜେପି…