2 ହସ୍ପିଟାଲ୍ ଉନ୍ନତୀକରଣ ପାଇଁ ସାଂସଦ ପାଣ୍ଠିରୁ ୩.୧୦ କୋଟି ସୁପାରିଶ ଅଶ୍ୱିନୀ ବୈଷ୍ଣବ
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତୀକରଣ ପାଇଁ ସାଂସଦ ଆଞ୍ଚଳିକ ବିକାଶ ପାଣ୍ଠି (MPLADS) ଅଧୀନରେ ୩.୧୦ କୋଟି ଟଙ୍କା…










