Author: jagrata orissa

ନଦୀରୁ ମହିଳାଙ୍କ ଶବ ଉଦ୍ଧାର

ବରୀ: ରଂପା ପଞ୍ଚାୟତର ଦୁଧେଇ ନଦୀରୁ ସୋମବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ବେଳେ ବରୀ ପୁଲିସ ଉଦ୍ଧାର କରିଛି। ନଦୀବନ୍ଧ ପାର୍ଶ୍ବରେ ଥିବା ଏକ ଶବର ବସ୍ତିର ନାଲୁ ଦାସଙ୍କ ସ୍ତ୍ରୀ ଗୀତା ଦାସ(୪୦)ଙ୍କ ମୃତଦେହ ବୋଲି ଚିହ୍ନଟ…

ପାଣିରେ ଟ୍ରାକ୍ଟର, ଚାପି ହୋଇ ଚାଳକ ମୃତ

ବାଲିପାଟଣା: ବାଲିପାଟଣା ଥାନା ଗୁଆପୁର ବାଲୁଙ୍କେଶ୍ୱରଙ୍କ ନିକଟରେ ଥିବା ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଛି। ଟ୍ରାକ୍ଟର ଚାଳକଙ୍କ ଉପରେ ଇଂଜିନ ଚାପି ହୋଇ ଯାଇଛି। ଦୀର୍ଘ ୩ ଘଣ୍ଟା ପରେ ଡ୍ରାଇଭରଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଛି।…

ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ। ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏବେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ସଂଲଗ୍ନ…

ଶସ୍ତା ହେବ ଇଭି-ହାଇବ୍ରିଡ କାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯାତ୍ରୀବାହୀ ଯାନ ଗୁଡିକ ଲାଗି ନୂଆ କର୍ପୋରେଟ ଆଭ୍ରେଜ୍ ଫୁଏଲ୍ ଇକୋନୋମୀ ମାନକକୁ ନେଇ ଏକ ଡ୍ରାଫ୍ଟ ଜାରି କରିଛନ୍ତି । ନୂଆ ନିୟମ ୨୦୨୭ ଏପ୍ରିଲ ପହିଲାରୁ ଲାଗୁ ହେବ । ଏହି ନୀତିର ମୁଖ୍ୟ…

ଆସାମରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦

ଆସାମ:ଆସାମରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ରେ ପହଞ୍ଚିଛି । ସରକାରୀ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୬୦ ଜଣ ପୁରୁଷ, ୨୩ ଜଣ ମହିଳା ଏବଂ…

ଶ୍ରାବଣର ଦ୍ବିତୀୟ ସୋମବାର, ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଜଳାଭିଷେକ ଲାଗି ଶିବାଳୟରେ ରାତିରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି । ଶ୍ରୀଲିଙ୍ଗରାଜ, ଶ୍ରୀଲୋକନାଥ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ…

ଖଣ୍ଡଗିରି ଓଭରବ୍ରିଜରେ ଦୁର୍ଘଟଣା: ବାପା ମୃତ ଏବଂ ପୁଅ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବର ଖଣ୍ଡଗିରି ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ବାଇକ୍ ଆରୋହୀ ବାପା ମୃତ ଏବଂ ପୁଅ ଗୁରୁତର । ଆହତ ପୁଅକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି ।…

ପଞ୍ଚାୟତକୁ ମିଳିବ ଦୁଇ ଗୁଣା ଅଧିକ ଅର୍ଥ

ଭୁବନେଶ୍ୱର: ଷଷ୍ଠ ରାଜ୍ୟ ଅର୍ଥ କମିଶନ (ଏସଏଫ୍‌ସି) ସୁପାରିସ ଅନୁସାରେ ପଞ୍ଚାୟତକୁ ଦୁଇ ଗୁଣା ଅଧିକ ଅର୍ଥ ମିଳିବ । ବ୍ଲକ୍ ଓ ଜିଲ୍ଲା ପରିଷଦକୁ ମଧ୍ୟ ଅଧିକ ପାଣ୍ଠି ଦେବାକୁ ଅର୍ଥ କମିଶନ ସୁପାରିସ କରିଛନ୍ତି । ଏହି ସୁପାରିସକୁ…

ଶିମିଳିପାଳରେ ଆସିବେ ବାଘ, ବାଘୁଣୀ

ଭୁବନେଶ୍ୱର: ଶିମିଳିପାଳରେ ୫ ବର୍ଷୀୟା ବାଘୁଣୀ (ମେଲେନାଷ୍ଟିକ ପ୍ରଜାତି)ର ମୃତ୍ୟୁ ପରେ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା ପାଇଁ ପୁଣି ତତ୍ପର ହୋଇଛି ବନ ବିଭାଗ । ବାହାର ରାଜ୍ୟରୁ ଓଡ଼ିଶାକୁ ମହାବଳ ବାଘ ଆଣିବାକୁ ଅଣ୍ଟା ଭିଡ଼ିଛି । ମଧ୍ୟ ଭାରତରୁ…

ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି, ଏବଂ ସରକାର ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା…