Author: jagrata orissa

ଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା

କଟକ : ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଅନୁଷ୍ଠିତ ହେବ । ପେପର-୧ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ…

ଏସ୍‌ଆଇଆର୍‌ ଚିଠା ତାଲିକା, ଓଡ଼ିଶାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ

ଭୁବନେଶ୍ବର: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟ ଓଡ଼ିଶା ଶେଷ ହୋଇଛି । ଏଥିସହ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ପ୍ରାୟ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ରାଜ୍ୟରେ ବର୍ତ୍ତମାନ…

ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି: ୧୫କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

କେନ୍ଦୁଝର : ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ଘଟଣା ।ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତରେବଣା ଗାଁର ପାଣୁଆ ଜୁଆଙ୍ଗଙ୍କ ୨୩ ବର୍ଷିୟ ଝିଅ ରୋହିଣୀ ଜୁଆଙ୍ଗ…

ନିଷ୍ପତ୍ତି ବଦଳାଇଲା ପ୍ରଶାସନ: ରଥଯାତ୍ରାରେ ଦିଆଯିବ ରନ୍ଧା ଓ ଶୁଖିଲା ଖାଦ୍ୟ

ପୁରୀ: ନିଷ୍ପତ୍ତି ବଦଳାଇଲା ପ୍ରଶାସନ । ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନିକ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ…

ରାଜ୍ୟରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରୁଥିବାବେଳେ ଆଗକୁ ଅଛି ବଡ଼ ବର୍ଷା । କାରଣ ଅଧିକ ଘନୀଭୂତ ହେଉଛି ସ୍ପଷ୍ଟଚିହ୍ନିତ ଲଗୁଚାପ । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ନେଇପାରେ ଅବପାତର ରୂପ । ଘନୀଭୂତ ହେବାପରେ…

ଦାରୁବ୍ରହ୍ମଙ୍କ ଅନବସର ସେବା: ଆଜିଠୁ ୩ ଦିନ ଓଷ ଲାଗି ନୀତି

ପୁରୀ: ଦାରୁବ୍ରହ୍ମଙ୍କ ଅନବସର ସେବାକ୍ରମରେ ଶ୍ରୀମନ୍ଦିର ଅଣସର ଘରେ ଶ୍ରୀଅଙ୍ଗ ଖୋଲିବା ପରେ ଠାକୁରଙ୍କ ଫୁଲୁରୀ ତେଲ ଲାଗି ନୀତି ହୋଇଛି । ବଡ଼ଓଡ଼ିଆ ମଠ ଫୁଲୁରୀ ତେଲ ଯୋଗାଇବାର ପରମ୍ପରା ରହିଛି । ଏଣୁ ଶନିବାର ଅପରାହ୍ଣରେ ବଡ଼ଓଡ଼ିଆ ମଠରୁ…

ମୋଦୀଙ୍କୁ ହତ୍ୟା ଧମକ

ମେଲବୋର୍ଣ୍ଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ମେଲବୋର୍ଣ୍ଣରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ଏହା ପୂର୍ବରୁ ଅନ୍‌ଲାଇନରେ ଆସିଥିବା ଏକ ବାର୍ତ୍ତାରେ ମୋଦୀଙ୍କୁ ହତ୍ୟା କରିବାକୁ ଧମକ…

ବିବାଦୀୟ ପୁସ୍ତକ; ୮ଜଣଙ୍କୁ ନିଲମ୍ବନ କଲେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାରଗୁଡ଼ିକରେ ବଣ୍ଟା ଯାଇଥିବା ବହିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ୮ଜଣଙ୍କୁ ନିଲମ୍ବିତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ପୁସ୍ତକର ଲେଖକ ଓ…

ବଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୩୦ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ

ଇସଲାମାବାଦ୍‌: ପାକିସ୍ତାନ ଅନ୍ତର୍ଗତ ବଲୁଚିସ୍ତାନରେ ସକ୍ରିୟ ବଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣ କରିଛି। ଏହି ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନ ସୁରକ୍ଷା ବାହିନୀର ୩୦ ଜଣ ସୈନିକ ନିହତ ହୋଇଥିବା ଏକ ବିଏଲଏ ତରଫରୁ ଜାରି…

ଏଚ୍.ପି.ଭି ଟୀକାକରଣ: ବିଏମସି ହସପିଟାଲରେ ଟୀକା ନେଲେ 84 ବାଳିକା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଡାକ୍ତରଖାନାରେ ସରକାରଙ୍କ ତରଫରୁ ଚାଲିଥିବା ଏଚ୍.ପି.ଭି ଟୀକାକରଣ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଜରାୟୁ ଗ୍ରୀବା କର୍କଟ ରୋଗରୁ ଏଚ୍.ପି.ଭି ଟୀକାର ଗୋଟିଏ ମାତ୍ର ଡୋଜ୍ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ…