ବୋସନିଆକୁ ୨-୦ରେ ହରାଇ ପ୍ରିକ୍ୱାର୍ଟରରେ ଆମେରିକା
ସାନ୍ତାକ୍ଲାରା : ସହଆୟୋଜକ ଆମେରିକା ଚଳିତ ଫିଫା ବିଶ୍ୱକପ୍ର ପ୍ରିକ୍ୱାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିନେଇଛି । ସ୍ଥାନୀୟ ସାନ୍ ଫ୍ରାନ୍ସିସ୍କା ବେ ଏରିଆ ଷ୍ଟାଡିୟମ୍ରେ ଗୁରୁବାର ଖେଳାଯାଇଥିବା ରାଉଣ୍ଡ-୩୨ ମୁକାବିଲାରେ ଏହି ଘରୋଇ ଦଳ ୨-୦ ଗୋଲ୍ରେ ବୋସନିଆ ଓ ହର୍ଜଗୋଭିନାକୁ…









