Tag: woman t-20

ମହିଳା ଟି୨୦ ବିଶ୍ବକପ୍‌: ଭାରତର ଅଭିଯାନ ଶେଷ

ଲର୍ଡସ: ଚଳିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ରବିବାର ଗ୍ରୁପ୍-୧ର ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ୬ ୱିକେଟ୍‌ରେ ପରାଜୟ ପରେ ଭାରତୀୟ ମହିଳା ଦଳର ସେମିଫାଇନାଲ ଖେଳିବା ଆଶା ମଉଳି ଯାଇଛି। ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ…