Month: June 2026

ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ

ନୋଏଡା: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଛଅଟି ଦମକଳ ବାହିନୀ ପହଞ୍ଚିଛି। ଦିଲ୍ଲୀ ସୀମାବର୍ତ୍ତୀ ସହର…

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ ଜଣେ କଏଦୀଙ୍କ ସୋମବାର ସକାଳୁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୫୫ ବର୍ଷୀୟ ଯବାନ ନାୟକ। ତାଙ୍କ ଘର ତାରିଣୀ ବସ୍ତିରେ। ସେ ରାତିରେ ଖାଇପିଇ ଶୋଇଥିଲେ, ସକାଳୁ ଆଉ ଉଠି ନ ଥିଲେ। ଚିକିତ୍ସା…

 ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ
ଇସ୍ତଫା ଦିଅନ୍ତୁ- ବିଜେଡି

ପାଠ୍ୟପୁସ୍ତକରେ ତ୍ରୁଟି ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି ହୋଇଥିବା ତ୍ରୁଟିର ତୁରନ୍ତ ସିବିଆଇ ତଦନ୍ତ କରାଯାଉ ନଚେତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ଭୁବନେଶ୍ୱର,: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଶିକ୍ଷା…

ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର

ପୁରୀ: ଦେହରେଦେହ ବାଜୁଛି । ପାଦରେ ପାଦ ବାଜୁଛି ।ଆଗରେ ଥିବା ଲୋକକୁ ଅତିକ୍ରମ କରିବଯିବା ସମ୍ଭବ ହେଉନି । ଶ୍ରୀମନ୍ଦିର ସିଂହଦ୍ବାରଠୁ ମରିଚି କୋଟ ଓ ଶ୍ରୀମନ୍ଦିର ପରିକ୍ରମାମାର୍ଗ ସଂଲଗ୍ନ ସାହି ରାସ୍ତାଗୁଡ଼ିକ ସ୍ନାନପୂର୍ଣ୍ଣିମା ପାଇଁ ଜନଗହଳି ହୋଇଉଠିଛି ।…

ମହାନଦୀରେ ବୁଡ଼ି 3 ମୃତ

ଜଗତପୁର: ଚାରି ଜଣ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଚତୁର୍ଥ ଯୁବକ ପହଁରି ପହଁରି କୂଳକୁ ପଳାଇ ଆସିଥିବା ଜଣାପଡ଼ିଛି । ଜଗତପୁର ଥାନାନ୍ତର୍ଗତ ସାତବାଟିଆ ମହାନଦୀ ଘାଟରେ ରବିବାର…

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଦୁର୍ଲଭ ଗଜାନନ ବେଶ

ପୁରୀ,: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଦୁର୍ଲଭ ଗଜାନନ ବେଶ । ମହାବାହୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଦେବସ୍ନାନ ପୂର୍ଣ୍ଣିମା ଆଣିଦେବ ସେହି ଦିବ୍ୟ ମୁହୂର୍ତ୍ତ । ଏବେଠାରୁ ବଡ଼ଦାଣ୍ଡରେ ଥାଇ ହଜାର ହଜାର ଭକ୍ତଙ୍କ ଦୃଷ୍ଟି…

ସ୍କୁଲ୍ ପରିଚାଳନା କମିଟି ଗଠନ ନିର୍ଦ୍ଦେଶ

ଭୁବନେଶ୍ବର: ଜୁଲାଇ ୧ ରୁ ନୂଆ ସ୍କୁଲ୍ ପରିଚାଳନା କମିଟି ଗଠନ କରିବାକୁ ନିର୍ଦ୍ଦେଶ । ଗୋଟିଏ SMC, ୨ଟି ଉପକମିଟି ଗଠନ ନିର୍ଦ୍ଦେଶ । ଜୁନ୍ ୩୦ରେ ସରୁଛି ପୁରୁଣା ମ୍ୟାନେଜିଂ କମିଟିର କାର୍ଯ୍ୟକାଳ । ସମସ୍ତ ଡିଇଓଙ୍କୁ ବିଭାଗୀୟ…

ବର୍ଷା : ୭ ଜିଲ୍ଲାକୁ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ସୋମବାର ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ । ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଉତ୍ତର ଓଡ଼ିଶାର ବିଭିିନ୍ନ ସ୍ଥାନରେ ଘଡ଼ଘଡ଼ି ସହ…

ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାକୁ ସମୃଦ୍ଧ କରିବା ସହ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା। ଠାକୁରଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ…

୨ରେ ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ମୌସୁମି ସମସ୍ତ ଜିଲାକୁ ଛୁଇଁଥିଲେ ମଧ୍ୟ ସେଭଳି ବର୍ଷା ଦେଖିବାକୁ ମିଳୁନାହିଁ। ତେବେ ବିଭିନ୍ନ ପାଣିପାଗ ମଡ଼େଲକୁ ଅନୁଧ୍ୟାନ କରିବା ପରେ ଆସନ୍ତା ଜୁଲାଇ ୨ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଏବଂ ଏହାର ପ୍ରଭାବରେ…