Month: July 2026

ଓଏଏସ୍‌ ବରିଷ୍ଠତା ବିବାଦ; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ

କଟକ: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଗ୍ରୁପ୍-ଏ (ଜେବି) ଅଧିକାରୀଙ୍କ ମଧ୍ୟରେ ବହୁ ଦିନରୁ ଲାଗି ରହିଥିବା ବରିଷ୍ଠତା ବିବାଦ ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ ଏହି ମାମଲାରେ ପ୍ରକାଶିତ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା କାର୍ଯ୍ୟକାରୀ କରିବା ଉପରେ…

ଡାକ୍ତରଙ୍କ ଆନ୍ଦୋଳନ: କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ-ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମୋହନ ପଣ୍ଡା। ଢେଙ୍କାନାଳ ଓ କଳାହାଣ୍ଡି ଜିଲାରେ ଡାକ୍ତର କାର୍ଯ୍ୟରେ ଯୋଗ…

ରାତିରେ କମ ସମୟ ଶୋଉଛନ୍ତି କି ? ଭୋଗିବେ ସାଙ୍ଘାତିକ ଅବସ୍ଥା

ଆପଣ ରାତିରେ ୭ ଘଣ୍ଟାରୁ କମ ସମୟ ଶୋଉଛନ୍ତି କି ? ତେବେ ସାବଧାନ । ଆପଣଙ୍କୁ ହାର୍ଟ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ । ଏନେଇ ଆମେରିକାର ପ୍ରତିଷ୍ଠିତ ଜର୍ଣ୍ଣାଲ ନ୍ୟୁରୋଲୋଜିରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଢୁଳେଇବା,…

ଫ୍ରିଜରେ ରଖୁଛନ୍ତି କି ଏ ସବୁ ଖାଦ୍ୟ ?

ଖାଦ୍ୟ ଅଧିକ ହେଇଗଲେ ଲୋକେ ତାକୁ ଫ୍ରିଜରେ ରଖି ପୁଣି ତା’ ପରଦିନ ଗରମ କରି ଖାଇବା ଲୋକଙ୍କର ଅଭ୍ୟାସ ହୋଇଗଲାଣି । ସମୟ ବଞ୍ଚାଇବା ପାଇଁ ହେଉ କିମ୍ବା ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ସାହାରା ସାଜିଛି ଫ୍ରିଜ୍‌ । ତେବେ…

ଲୁହା କଡେ଼ଇରେ ଖାଦ୍ୟ ରାନ୍ଧୁଥିଲେ ସାବଧାନ !

ରୋଷେଇ କରିବା ସମୟରେ ଜାଣତରେ କିମ୍ବା ଅଜାଣତରେ ଆମେ ଅନେକ ଭୁଲ୍ କରିଥାଉ । ଏହି ଭୁଲ୍ ଗୁଡିକ ମଧ୍ୟରୁ କେତେକ ଏପରି ଅଛି ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି କାରଣରୁ ଯେତେବେଳେ ବି…

ପିଲାଙ୍କ ସାମ୍ନାରେ ଏହିସବୁ କଥା ହେବା ପୂର୍ବରୁ ଥରେ ଜାଣିରଖନ୍ତୁ

ପିଲାମାନେ ଯେତେ ଯେତେ ବଡ଼ ହୁଅନ୍ତି, ସବୁ ଜିନିଷ ବିଷୟରେ ଜାଣିବାକୁ ତାଙ୍କର ସେତିକି ଅଧିକ ଇଚ୍ଛା ଜାଗ୍ରତ ହୁଏ। ବେଳେବେଳେ ପିଲାମାନେ କିଛି କିଛି ଜିନିଷକୁ ଠିକ୍‌ ଭାବେ ବୁଝି ନ ପାରି ଅଲଗା ଅର୍ଥ ବାହା କରି ଦିଅନ୍ତି।…

କିଭ୍‌ର ୩୦ ସ୍ଥାନ ଉପରେ ରୁଷ୍‌ ତରଫରୁ ଆକ୍ରମଣ

କିଭ୍‌:ୟୁକ୍ରେନ୍‌ର କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ସହ ଡ୍ରୋନ ଯୋଗେ ଆକ୍ରମଣ କରାଯିବାରୁ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ୨୦ଟି ଘର…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ହୋଇପାରୁନି ଶବ ବ୍ୟବଚ୍ଛେଦ

ସୁନ୍ଦରଗଡ: ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ହୋଇପାରୁନି ଶବ ବ୍ୟବଚ୍ଛେଦ। ୪୮ ଘଣ୍ଟା ହେବ ହସ୍ପିଟାଲରେ ପଡ଼ିରହିଛି ନାବାଳକର ମୃତଦେହ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଯୋଡା ହସ୍ପିଟାଲରେ ପଡି ରହିଛି ମୃତଦେହ। ମାଲଦା ସଂରକ୍ଷିତ ଜଙ୍ଗଲରେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ…

ତୁହାକୁ ତୁହା ବର୍ଷାରେ ଭିଜୁଛି ପୂରା ଓଡି଼ଶା

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଆଗାମୀ ୪ ଦିନ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତୁହାକୁ ତୁହା ବର୍ଷାରେ ଭିଜୁଛି ପୂରା ଓଡି଼ଶା। ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ…

ନବୀନ ଓ ପାଣ୍ଡିଆନଙ୍କୁ କୋର୍ଟଙ୍କ ସମନ

ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ଅଡୁଆ। ହେଲିକପ୍ଟରରେ ବୁଲିବା ସହ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଥିବା ନେଇ ହୋଇଥିବା ମାମଲାରେ କୋର୍ଟ ନୋଟିସ ଜାରି କରିଛନ୍ତି…