Month: October 2026

ଭୋଟର ତାଲିକା ଅନିୟମିତତା ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆଜି ଏସଆଇଆର ସମ୍ପର୍କିତ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳର ନେତାଙ୍କ ଦ୍ୱାରା SIR ରେ ଅନିୟମିତତା ଅଭିଯୋଗ ନେଇ ଦାୟର ହୋଇଥିବା ଏହି ଆବେଦନର ଆଜି ଶୁଣାଣି କରିବେ…

ଛାତ୍ର ସଂସଦ ନିର୍ବାଚନ: ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ କ୍ୟାମ୍ପସ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ଦୀର୍ଘଦିନର ପ୍ରଚାର, ପ୍ରତିଶ୍ରୁତି ଓ ଭୋଟ୍ ଗୋଟାଇବାର…

ଛାତ୍ର ସଂସଦ ନିର୍ବାଚନ: କେଉଁଠି କେତେ ପ୍ରତିଶତ ଭୋଟିଂ ?

ଭୁବନେଶ୍ବର: ଆଜି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ । ଦୀର୍ଘ 8 ବର୍ଷ ବ୍ୟବଧାନ ପରେ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି । ନିଜ ପସନ୍ଦର ପ୍ରତିନିଧି ବାଛୁଛନ୍ତି ଛାତ୍ରଛାତ୍ରୀ । ସକାଳ 8ରୁ…

ପୋଲିସ SI ପରୀକ୍ଷା; ସମସ୍ତ ପରୀକ୍ଷାର୍ଥୀଙ୍କୁ ତଥ୍ୟ ଅପଡେଟ୍‌ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ବଡ଼ ସୂଚନା । ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ତଥ୍ୟ ଅପଡେଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଲି ପୂର୍ବାହ୍ନ ୧୦ଟାରୁ ୨୯ ତାରିଖ ରାତି ୧୦ଟା ମଧ୍ୟରେ…

ବିନା ଅନୁମତିରେ ରାସ୍ତା ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦଶହରା ପୂର୍ବରୁ ଦ୍ୱୈତ ନଗରୀ ରାସ୍ତା ମରାମତିର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l ଆଜି ଖାରବେଳ ଭାବନ ଠାରେ ଏହି ସମୀକ୍ଷା ବୈଠକ କରିଛନ୍ତି ମନ୍ତ୍ରୀ । ଅଧିକାଂଶ ରାସ୍ତା ମରାମତି ସରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ…

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ରେଳ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୬ ଅକ୍ଟୋବର ୧୪ ତାରିଖରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଅଣ-ଗେଜେଟେଡ୍‌ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ୍‌…

ଦିଲ୍ଲୀର କନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ‘ଲହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦିଲ୍ଲୀରେ ତ୍ରିରଙ୍ଗା ଉଡ଼ାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କକ୍‌ରୋଚ୍‌ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆସନ୍ତା ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟାରେ ଦିଲ୍ଲୀର କନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ‘ଲହରା ଦୋ ତିରଙ୍ଗା’…

୨୭ରୁ ସବୁ ଟ୍ରେନ୍‌ ଟିକେଟ ପାଇଁ ବୀମାକୁ ବାଧ୍ୟତାମୂଳକ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମସ୍ତ ଟ୍ରେନ୍‌ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ସ୍ବରୂପ ଆସନ୍ତା ୨୭ରୁ କାଉଣ୍ଟରରୁ କିଣାଯାଉଥିବା ସମସ୍ତ ଟିକେଟ ଉପରେ ବୀମା ସୁବିଧା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ରେଲଓ୍ବେକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ରେଲଓ୍ବେ ବୋର୍ଡକୁ ସିଧାସଳଖ ଦାୟୀ…

ଇମ୍ରାନ ଖାନଙ୍କୁ ୨୮ ପୂର୍ବରୁ ଦେଶ ଛାଡିବାକୁ ନୋଟିସ୍

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସେ ସାମିଲ ହୋଇଥିବା ନେଇ ଖବର ପ୍ରକାଶ ପାଇଛି ।…

‘ଜେନ୍‌-ଜି’ଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି : ନବୀନ

ଭୁବନେଶ୍ୱର: ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। ମାତ୍ର ଏହି ଡବଲ ଇଞ୍ଜିନ ଭାଜପା ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି। ଏ ସରକାର ଅମଳରେ ଚାଷୀ, ମହିଳା, ବୃଦ୍ଧ ଏବଂ ମଧ୍ୟବିତ୍ତ ସମସ୍ତେ ହଇରାଣ…