ମନ୍ତ୍ରୀ ପଦ ନ ମିଳିବାରୁ ୨ ବିଧାୟକଙ୍କ ଇସ୍ତଫା
ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସ କଳି ଥମିବାର ନା ଧରୁନି। ଡିକେ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ବି ସମସ୍ୟା ସମାଧାନ ହେଉନାହିଁ। କ୍ୟାବିନେଟରେ ସ୍ଥାନ ନ ପାଇବା ପରେ କଂଗ୍ରେସର ଦୁଇ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।…
ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସ କଳି ଥମିବାର ନା ଧରୁନି। ଡିକେ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ବି ସମସ୍ୟା ସମାଧାନ ହେଉନାହିଁ। କ୍ୟାବିନେଟରେ ସ୍ଥାନ ନ ପାଇବା ପରେ କଂଗ୍ରେସର ଦୁଇ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।…
ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ଅଧିକ ଶକ୍ତିଶାଳୀ ଏବଂ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟର ଅଗ୍ରଣୀ ଉଦ୍ଧାରକାରୀ ଦଳ ‘ଓଡ୍ରାଫ୍’ (Odisha Disaster Rapid Action Force – ODRAF) କୁ ଏବେ…
ଭୁବନେଶ୍ବର : ରାଜ୍ୟର ସବୁଠାରୁ ସୁରକ୍ଷିତ ତଥା କଡ଼ା ନଜରରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ରୁ କିପରି ଏବଂ କେଉଁ ପରିସ୍ଥିତିରେ ଅତି ସମ୍ବେଦନଶୀଳ ଫାଇଲ୍ ଗାଏବ ହେଲା, ତାହାକୁ ନେଇ ଏବେ କ୍ରାଇମ୍ବ୍ରାଞ୍ଚ ତନାଘନା ଜାରି ରଖିଛି। ଫାଇଲ ପାଇବା…
ଭୁବନେଶ୍ୱର : ବୁଧବାର ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ…
ଭୁବନେଶ୍ୱର : ଶ୍ରାବଣର ପ୍ରଥମ ସୋମବାରରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏବେ ସ୍ୱାଭାବିକ ହୋଇଛି । ଶ୍ରାବଣ ପାଉଣା ବଣ୍ଟାକୁ କେନ୍ଦ୍ର କରି ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ସନ୍ଧ୍ୟାରୁ ନୀତିକାନ୍ତି…
ବହୁ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆସିଛି ଏକ ବଡ଼ ଆଇନଗତ ବିକାଶ । ମାମଲାରେ ଅଭିଯୁକ୍ତ ଥିବା ୪ ଜଣଙ୍କୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବାବେଳେ, ସେହି…
କାଏରୋ:ମିଶରରେ ସୋମବାର ଭୋର୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ରିପୋର୍ଟ କରିଛି ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା(ଭାରତୀୟ ସମୟ ଭୋର୍ ୩ଟା)ରେ ଭୂମିକମ୍ପ…
ପାଟନା: ସମସ୍ତିପୁରରୁ ସହରସା ଯାଉଥିବା ଯାତ୍ରୀବାହୀ ମେମୁ ଟ୍ରେନ୍ର ଇଞ୍ଜିନରେ ହଠାତ୍ ନିଆଁ ଲାଗିଯାଇଛି। ଏହି ଘଟଣା ସିମରି ବଖତିୟାରପୁର ରେଳ ଷ୍ଟେସନରେ ଘଟିଛି। ଭୋର ପ୍ରାୟ ୩ଟା ୪୫ ସମୟରେ ପ୍ଲାଟଫର୍ମ ନମ୍ବର ୨ରେ ଠିଆ ହୋଇଥିବା ଟ୍ରେନ୍ର ଇଞ୍ଜିନରୁ…
ଶାମାଖୁଣ୍ଟା: ଗତକାଲି ବିଳମ୍ବିତ ରାତ୍ରିରେ ଉଦଳା-ବାରିପଦା ରାଜ୍ୟ ରାଜପଥ ପୋଡ଼ାଅସ୍ତିଆ ଠାରେ ବୁଢ଼ାବଳଙ୍ଗ ନଦୀରେ ନିର୍ମିତ ନୂତନ ପୋଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସ୍କୁଟିରେ ବସିଥିବା ଦୁଇ ଯୁବକ ଜୋରରେ ଆସି ପୋଲର ସାଇଡଗାର୍ଡକୁ ଧକ୍କା ଦେବାରୁ…
୬ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଯୌନ ନିର୍ଯାତନା ମାମଲାରେ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏହି ମାମଲାରେ ଦୁଇ…