Author: jagrata orissa

ଦେବୀ ବନ୍ୟାରେ ବେହାଲ ଜଗତସିଂହପୁର: 24 ଗାଁ ଜଳମଗ୍ନ

ଜଗତସିଂହପୁର: ମହାନଦୀ ଓ ଦେବୀ ନଦୀରେ ଜଳସ୍ତର ବଢିବା ପରେ ଜଗତସିଂହପୁରରେ ବଢୁଛି ଦୁର୍ଦ୍ଦଶା । ଉଭୟ ନଦୀର ବନ୍ୟା ଜଳ କୁଜଙ୍ଗ , ବିରିଡି, ନାଉଗାଁ, ତିର୍ତ୍ତୋଲ, ରଘୁନାଥପୁର , ବାଲିକୁଦା ବ୍ଲକରେ ପ୍ରବେଶ କରିଛି । ତିର୍ତ୍ତୋଲ ବ୍ଲକରେ…

କାଲିଠୁ ବଢ଼ିବ ବର୍ଷା

ଭୁବନେଶ୍ବର: ଓଡ଼ିଶାରେ ବର୍ଷା ସାମାନ୍ୟ କମିଥିବା ବେଳେ ଆସନ୍ତାକାଲିଠାରୁ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିପାରେ । ଓଡ଼ିଶାରେ ଅନେକ…

ପୁଣି ବଢୁଛି ବୈତରଣୀ: ବିପଦ ସଂକେତ ଉପରେ ସାଳନ୍ଦୀ

ଭଦ୍ରକ: ବୈତରଣୀ ନଦୀର ଜଳସ୍ତର କମୁଥିବା ବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ସାଳନ୍ଦୀ ନଦୀର ଜଳସ୍ତର ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଦ୍ବାରା ଜିଲ୍ଲାର ଏକ ଚତୁର୍ଥାଂଶ…

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ଥିବା ଜାତୀୟ ଉଦ୍ୟାନକୁ ଆଜିଠାରୁ ଖୋଲାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମେ’ ମାସ ୧…

ଓଡିଶାରେ ଘୁଞ୍ଚିଲା ଏସଆଇଆର ତାଲିକା ପ୍ରକାଶନ

ଭୁବନେଶ୍ବର: ଓଡିଶାରେ ଘୁଞ୍ଚିଲା ଏସଆଇଆର ତାଲିକା ପ୍ରକାଶନ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖକୁ ସେପ୍ଟେମ୍ବର ୨୧ କୁ ଘୁଞ୍ଚାଇ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) କାର୍ଯ୍ୟସୂଚୀରେ ପରିବର୍ତ୍ତନ…

ଆସନ୍ତାକାଲି ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ ଭିତରକନିକା ଅଭୟାରଣ୍ୟ ପରିଭ୍ରମଣ କରି ଏହାର ବେଶ୍‌ ମଜା ନେଇପାରିବେ। ସୂଚନା ଥାଉକି, କୁମ୍ଭୀର ପ୍ରଜନନ ପାଇଁ ୩…

ସନ୍ଧ୍ୟା ସୁଦ୍ଧା ହୀରାକୁଦରେ ଖୋଲିବ ୨୨ ଗେଟ୍

ଭୁବନେଶ୍ଵର : ବଢୁଛି ମହାନଦୀର ଜଳସ୍ତର। ସନ୍ଧ୍ୟା ସୁଦ୍ଧା ହୀରାକୁଦରେ ଖୋଲିବ ୨୨ ଗେଟ୍ । ଏବେ ୧୪ଟି ଗେଟ୍ ଖୋଲାଯାଇଛି। ୧୪ଟି ଗେଟ୍ ଦେଇ ୨ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ଅପରାହ୍ନରେ ଆଉ ୮…

ବିପଦ ସଂକେତ ଉପରେ ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର

ପୁରୀ: ପୁରୀ ଜିଲ୍ଲାର ଦୁଇ ସମ୍ବେଦନଶୀଳ ନଦୀ ଭାର୍ଗବୀ ଓ ଦେବୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କୁଶଭଦ୍ରା, ଧନୁଆ ଓ ପ୍ରାଚୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭାର୍ଗବୀ ନଦୀର ବିପଦ ସଙ୍କେତ…

ଅଂଶୁପାରେ ପଶିଲା ମହାନଦୀର ବନ୍ୟାଜଳ

କଟକ: ଅଂଶୁପାରେ ପଶିଲା ମହାନଦୀର ବନ୍ୟାଜଳ। ଫଳରେ ହ୍ରଦ କୂଳରେ ଥିବା ପାର୍କରେ ଅଣ୍ଟାଏ ଉଚ୍ଚର ପାଣି। ବୋଟିଂ ଟିକେଟ କାଉଣ୍ଟର ପାଣିରେ ବୁଡିଛି। କଟକ ଜିଲ୍ଲାର ମହାନଦୀ ପାର୍ଶ୍ବରେ ଥିବା ଆଠଗଡ, ତିଗିରିଆ ଏବଂ ବାଙ୍କୀ ବ୍ଲକର ଅନେକ ପଞ୍ଚାୟତର…

୩ ନଦୀରେ ୭ଟି ଘାଇ ସୃଷ୍ଟି, ପରିସ୍ଥିତି ସଙ୍ଗୀନ

ଯାଜପୁର: ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର। ୩ଟି ନଦୀରେ ୭ଟି ଘାଇ ସୃଷ୍ଟି ହୋଇଛି । ବ୍ରାହ୍ମଣୀରେ ୪, ବୈତରଣୀର ଶାଖା ନଦୀ କାଣିରେ ୨ଟି ଘାଇ ହୋଇଛି। ଖରସ୍ରୋତାର ଶାଖା ନଦୀ ନୂଆ ମାହାରାରେ ଗୋଟିଏ ଘାଇ ସୃଷ୍ଟି ହୋଇଛି…