ଉପମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଚାହାଁଣି ମଣ୍ଡପକୁ ଗଲେ କିପରି: ବିଜେଡି
ସମର୍ପଣ ଭାବ ବଦଳରେ ଅହଂକାର ପ୍ରଦର୍ଶନ କରୁଛନ୍ତି ସରକାର ସରକାର ନିଜେ ନିୟମ ଭଙ୍ଗ କଲେ ଲୋକେ କହିବେ କାହାକୁ? ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ…










