ଓଡ଼ିଶାରେ ତିନି କରୋନାରେ ଆକ୍ରାନ୍ତ, ସ୍ପଷ୍ଟ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଓଡ଼ିଶାରେ ତିନି କରୋନା ଆକ୍ରାନ୍ତ। ଏନେଇ ସ୍ପଷ୍ଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର। ତାଙ୍କ ସୂଚନା ଅନୁସାରେ, ତିନି ସଂକ୍ରମିତଙ୍କ ମଧ୍ୟରେ ଦୁଇ ଜଣ କ୍ବାରେଣ୍ଟାଇନରେ ରହିଥିବାବେଳେ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ…










