Author: jagrata orissa

ଏକଛତ୍ରବାଦୀ ସରକାର ଗାଦି ଛାଡ଼ିବା ଉଚିତ: କଂଗ୍ରେସ

ଭୁବନେଶ୍ୱର: ନିଟ ପ୍ରଶ୍ନପତ୍ର ମାମଲାକୁ ନେଇ ଦେଶବ୍ୟାପୀ ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ ଏବଂ ଛାତ୍ର ମାନଙ୍କ ସମର୍ଥନରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ ଏବଂ ଶ୍ରୀ ଗାନ୍ଧୀଙ୍କ ଉପରେ କେନ୍ଦ୍ର ସରକାର ଇଙ୍ଗିତରେ ଅମାନୁଷିକ…

ହୀରାକୁଦର ୧୬ ଫାଟକ ଦେଇ ଜଳ ନିଷ୍କାସନ

ହୀରାକୁଦ: ପ୍ରବଳ ବର୍ଷା ହେତୁ ହୀରାକୁଦ ନଦୀବନ୍ଧକୁ ଜଳପ୍ରବେଶ ଆଶାତୀତ ଭାବେ ବୃଦ୍ଧି ପାଇଛି। ଦିନକରେ ପ୍ରାୟ ସେକେଣ୍ଡ ପ୍ରତି ୧ଲକ୍ଷ ଘନଫୁଟରୁ ଅଧିକ ଜଳ ନଦୀବନ୍ଧକୁ ପ୍ରବେଶ କରୁଥିବା ହେତୁ ଜଳସ୍ତର ସ୍ଥିର ରଖିବା ପାଇଁ ବର୍ତ୍ତମାନ ୧୬ଟି ଫାଟକ…

ମୌସୁମୀ ଅଧିବେଶନ: ଉଭୟ ଗୃହରେ ହଟ୍ଟଗୋଳ ଜାରି

ନୂଆଦିଲ୍ଲୀ : ଚାଲି ପାରୁନି ସଂସଦ। ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ଗତ ତିନି ଦିନ ଧରି ବିରୋଧୀ ଦଳ ସଂସଦର ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି, ଯାହା ଫଳରେ ଅନେକ ଥର ଗୃହ ମୁଲତବୀ ରହିଛି। ଆଜି…

ମୋଦୀଙ୍କୁ ଭେଟିଲେ ଶରଦ ପାୱାର

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ଶରଦ ପାୱାରଙ୍କ…

ସଂସଦରେ କଳା ପୋଷାକ ପିନ୍ଧି ବିରୋଧୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ତୃତୀୟ ଦିନ ବୁଧବାରରେ ବିରୋଧୀ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ ସମ୍ପର୍କରେ କଂଗ୍ରେସ ସାଂସଦ ପବନ ଖେରା କହିଛନ୍ତି ଯେ, ସମସ୍ତ ବିରୋଧୀ ସାଂସଦ ଆଜି କଳା ପୋଷାକ…

ଆଇନ ଶୃଙ୍ଖଳା, ସୁରକ୍ଷାରେ କୌଣସି ସାଲିସ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସଂପନ୍ନ କରିବାକୁ ସମସ୍ତେ ଯତ୍ନବାନ ରୁହ। ଭିଡ଼ ପରିଚାଳନା, ଠିକ ସମୟରେ ସୂଚନା ପ୍ରଦାନ ସହ ଆଇନ ଶୃଙ୍ଖଳା ଓ ସୁରକ୍ଷାରେ କୌଣସି ପ୍ରକାର ସାଲିସ କରନି। ବାହୁଡ଼ା ଯାତ୍ରା ପ୍ରସ୍ତୁତି…

ମାଲକାନଗିରି ବିମାନବନ୍ଦରରେ ଆଜି ଟ୍ରାଏଲ ରନ୍

ମାଲକାନଗିରି: ମାଲକାନଗିରି ବିମାନବନ୍ଦରରେ ଆଜି ହେବ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ । ଏହି ପରୀକ୍ଷାମୂଳକ ଉଡ଼ାଣ ସଫଳ ହେଲେ ଜିଲ୍ଲାବାସୀଙ୍କ ପାଇଁ ବିମାନ ସେବା ଆରମ୍ଭ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ସୂଚନା…

ଓଡିଶାରେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଚିନ୍ତା ବଢାଇଲା କରୋନା। ଆନ୍ଧ୍ର ପରେ ଓଡିଶାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମକେସିଜିରେ ଜଣେ ମହିଳା ରୋଗୀ କରୋନା ସଂକ୍ରମିତରେ ଚିକିତ୍ସିତ ହେଉଛନ୍ତି। କିଛି ଦିନ…

ଏନଇଇଟିକୁ ସମ୍ପୂର୍ଣ୍ଣ ବନ୍ଦ କର: ବିଜୟ ଥାଲାପତି

ଚେନ୍ନାଇ: କକ୍ରୋଚ୍ ଜନତା ପାର୍ଟି(ସିଜେପି)ର ବିରୋଧ ମଧ୍ୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି କରିଛନ୍ତି। ସେ ଏନଇଇଟି ପରୀକ୍ଷାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି। ପ୍ରତିବାଦ ସମୟରେ ବିରୋଧୀ ଦଳ ନେତା…

ଜନ୍ତର ମନ୍ତର ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ଛାତ୍ରମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଜଣେ ଆଇନଜୀବୀ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତେବେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ…