Author: jagrata orissa

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ ରଖାଯାଇଛି। ଏଥିରେ ଲୋକକଲ୍ୟାଣ ମାର୍ଗ, ରାଜୀବ ଚୌକ, ପଟେଲ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀରେ ଭାସୁଛି ମଲା ମାଛ

ସାକ୍ଷୀଗୋପାଳ: ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର, ବାଳିଆ ଆଦି ବଡ଼ ଛୋଟ ମାଛ ପୋଖରୀ ମଧ୍ୟରେ ମରି ଭାସୁଥିବା ଦେଖିବାକୁ ମିଳିଛି। ପଚିସଢ଼ି ଯାଇଥିବା…

ଘୂର୍ଣ୍ଣିବଳୟ ସକ୍ରିୟ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌ (ମୌସୁମୀ ରେଖା) ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା…

୨୬ ଯାଏଁ ତୁହାକୁ ତୁହା ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଗୁଣ୍ଡିଚା ପରେ ଭିଜିବ ବାହୁଡ଼ା। ଆସନ୍ତା ୨୬ ତାରିଖ ଅର୍ଥାତ ଆହୁରି ୪ ଦିନ ଯାଏଁ ତୁହାକୁ ତୁହା ବର୍ଷାରେ ଭିଜିବ ଓଡ଼ିଶା। ଏବେ ସାରା ରାଜ୍ୟରେ କାଚୁଛି ବର୍ଷା। ବେହାଲ ଉତ୍ତର-ପଶ୍ଚିମ। ଉପକୂଳରେ ବି ଲଗାଣ ବର୍ଷା। ଆଜି…

ଜୁଏଲାରୀ ଦୋକାନ ଓ ସପିଂ ମଲ୍‌ରେ ନିଆଁ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ। ଜୁଏଲାରୀ ଦୋକାନ ଓ ସପିଂ ମଲ୍‌ରେ ନିଆଁ। ଝାରସୁଗୁଡ଼ା ସରବାହାଲଠାରେ ଥିବା ଏକ ଜୁଏଲାରୀ ଦୋକାନ ଏବଂ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ। ଦେଖୁ ଦେଖୁ ନିଆଁ ପୂରା ବିଲ୍ଡିଂକୁ ସାରା ବ୍ୟାପି ଯାଇଛି। ଖବର…

ଟନେଲ ଭୁଶୁଡ଼ି ୨୦ ଶ୍ରମିକ ମୃତ

ନୂଆଦିଲ୍ଲୀ: ସିକ୍କିମର ନାମଚି ଜିଲ୍ଲାରେ ସୋମବାର ଭୂସ୍ଖଳନ ଯୋଗୁ ଏକ ନିର୍ମାଣାଧୀନ ସୁଡ଼ଙ୍ଗ (ଟନେଲ) ଭୁଶୁଡ଼ି ପଡ଼ିଛି । ଫଳରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଏବେ ବି ଫସି ରହିଛନ୍ତି । ୧୬…

ଆସାମରେ ବନ୍ୟା ସଙ୍କଟ ; ୨୪ ଘଣ୍ଟାରେ ୨୧ ମୃତ

ନୂଆଦିଲ୍ଲୀ: ଉବୁଟୁବୁ ଆସାମ । ଯେଉଁଆଡ଼େ ଚାହିଁଲେ ପାଣି ଆଉ ପାଣି । ଚାଷ ଜମି, ରାସ୍ତାଘାଟରେ ଆଣ୍ଟାଏ ଲେଖାଏଁ ପାଣି ଚାଲୁଛି । ଆସାମରେ ବନ୍ୟା ପରିସ୍ଥିତି ଖରାପ ହେବାରେ ଲାଗିଛି । ପୂର୍ବୋତ୍ତର ରାଜ୍ୟର ଅନେକ ଜିଲ୍ଲାରେ ଗୁରୁତର…

‘ଛାତ୍ରଙ୍କୁ ରାଜନୈତିର ଅସ୍ତ୍ର କରୁଛନ୍ତି ରାହୁଲ- ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’…

ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ

ଭୁବନେଶ୍ୱର,: ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ କରାଯାଇଛି । ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳରେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗ…

ବର୍ଷାରେ ସ୍ମାର୍ଟ ସିଟି ଉବୁଟୁବୁ

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ପୁରୀ ଓ ଭୁବନେଶ୍ୱରରେ ଅଧିକ ବର୍ଷା ହୋଇଥିଲା । ଅପରାହ୍ଣରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିଲା। ସହରର ପ୍ରମୁଖ ତଳି ଅଞ୍ଚଳରେ ପାଣି ଲହଡ଼ି ମାରିଥିଲା…