ସିପିଆର ତାଲିମ ନେଲେ ବିଏମ୍ ସି କର୍ମଚାରୀ
ଭୁବନେଶ୍ୱର:ଆଜି ହେଉଛି ଇଣ୍ଡିଆନ ଏକେଡେମୀ ଅଫ୍ ପେଡିଆଟ୍ରିକ(ଆଇଏପି) ସିପିଆର ଡେ-2026 । ସିପିଆର୍ (Cardiopulmonary Resuscitation) ବା କୃତ୍ରିମ ଶ୍ୱାସକ୍ରିୟା ଦ୍ୱାରା ଜରୁରୀ କାଳୀନ ଜୀବନ ରକ୍ଷାର ଜନକ ସ୍ୱର୍ଗତ ଡାକ୍ତର ଆନନ୍ଦ ଶ୍ୟାଣ୍ଡିଲ୍ୟଙ୍କ ଜନ୍ମ ଦିବସରେ ଆଇଏପି, ସିପିଆର ଦିବସ…









