Author: jagrata orissa

ଜାତୀୟ ଚଳଚ୍ଚିତ୍ର ସମ୍ମାନ: ‘ଆର୍ଟିକଲ-୩୭୦’ ଶ୍ରେଷ୍ଠ ଚଳଚ୍ଚିତ୍ର, ‘ଶ୍ରୀକାନ୍ତ’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ

ନୂଆଦିଲ୍ଲୀ: ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନର ବିଜେତାଙ୍କ ନାଁ ଘୋଷଣା ହୋଇଛି। ଆଦିତ୍ୟ ସୁହାସ ଜାମ୍ବଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଏହି ଫିଲ୍ମରେ ନିଖୁଣ ଅଭିନୟ ପାଇଁ…

ଆଜି ୭ ଜିଲ୍ଲାର ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହୋଇପାରେ

ଭୁବନେଶ୍ୱର: ଆଜି ୭ ଜିଲ୍ଲାର ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ । କିନ୍ତୁ ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶାରେ ପାଗ…

ଗୋଟିଏ ଇଲିସି ୮ ହଜାର ଟଙ୍କାରେ ବିକ୍ରି

ଧାମରା: ଭଦ୍ରକ ଜିଲ୍ଲା ଧାମରାର ଚନ୍ଦନିପାଳରେ ଗୋଟିଏ ଇଲିସି ୮ ହଜାର ଟଙ୍କାରେ ବିକ୍ରି ହୋଇଛି । ମାଲିକ ଲାଲୁ ମଣ୍ଡଳଙ୍କ ବୋଟ୍ ଏହି ୩ କେଜି ୫୦୦ ଗ୍ରାମର ଇଲିସି ମାଛକୁ ଚନ୍ଦନିପାଳ ଏସପି କଣ୍ଟାକୁ ନେଇ ଆସିଥିଲା ।…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ତିନି ଦିନ ଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା ପହଞ୍ଚିଛି । ଶ୍ରୀମୁଖ ମଳିନ ପଡ଼ିଯାଇଛି । ଏଣୁ ଠାକୁରଙ୍କ ଶ୍ରୀମୁଖ ସିଂହାର ହେବ । ଏହାକୁ ଠାକୁରଙ୍କ ବନକଲାଗି ନୀତି କୁହାଯାଏ । ରବିବାର ଏହି ସ୍ୱତନ୍ତ୍ର ନୀତି ହେବ…

ନିଖୋଜ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଠାବ

କୁଚିଣ୍ଡା: ପ୍ରେମ କଲା । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ କଲା । ହେଲେ ଜୀବନସାଥୀ କରିବା ବେଳକୁ ଧରାଛୁଆଁ ଦେଲାନି । ବିବାହ ପାଇଁ ଜିଦ୍‌ ଧରିଥିବା ପ୍ରେମିକାକୁ ତଣ୍ଟି ଚିପି ମାରି ଫିଙ୍ଗିଦେଲା । ଗତ ଗୁରୁବାରଠାରୁ…

ଏସ୍‌ସିବି ଆଇସିୟୁରେ ଅଗ୍ନିକାଣ୍ଡ ମାମଲା, ନ୍ୟାୟିକ କମିସନଙ୍କ କାର୍ଯ୍ୟକାଳ ଦୁଇ ମାସ ବୃଦ୍ଧି

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍‌ (ଏସ୍‌ସିବି) ଟ୍ରମା କେୟାର୍‌ ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଓ ଜୀବନହାନି ଘଟଣାର ନ୍ୟାୟିକ ତଦନ୍ତ ଅବଧିକୁ ରାଜ୍ୟ ସରକାର ପୁଣି ଥରେ ବୃଦ୍ଧି କରିଛନ୍ତି ।ଗୃହ ବିଭାଗ (ସ୍ୱତନ୍ତ୍ର ଶାଖା)…

ପୁଣି ବଢ଼ିଲା ଦର, ଗୋଟିଏ ଅଣ୍ଡାର ଦାମ୍ ୯ଟଙ୍କା

ଭୁବନେଶ୍ୱର: ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୯ଟଙ୍କା । କିଛିଦିନ ତଳେ ୭ଟଙ୍କା ୧୫ ପଇସା ଥିଲା । ହଠାତ୍ ଦର ସିଧା ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’…

ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି। ଶ୍ରୀବିଗ୍ରହମାନେ ୩ଦିନ…

ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ ଆକର୍ଷଣ କରିଥିଲେ। ମହାପ୍ରଭୁ ଗୋଟି ପହଣ୍ଡିରେ ରଥରୁ ସଅଳ ଆଗେଇ ଆସି ଭଉଣୀ,…

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି। ଝିଲିକ ମୋଶନ ପିକ୍ଚର ବ୍ୟାନରରେ ପ୍ରସ୍ତୁତ ହୋଇଥିବା…