Category: ଅପରାଧ

Your blog category

ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ

ଭୁବନେଶ୍ବର : ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ । କୋର୍ଟ ପରିସରରେ ଭୟର ବାତାବରଣ । ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନ୍‌ଭିନ୍‌ । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଯାଞ୍ଚ । ତେବେ ବୋମା ଧମକ ମିଳିବା…

ଥାନାରୁ ଚମ୍ପଟ ଅଭିଯୁକ୍ତ ଧରାପଡ଼ିଲା

ସୋର: ଅସଦାଚରଣଅଭିଯୋଗରେ ଅଟକ ଥିବା ଜଣେ ଅଭିଯୁକ୍ତ ଥାନାରୁ ଗତକାଲି ଚମ୍ପଟ ମାରିଥିବା ବେଳେ ଆଜି ସକାଳେ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ତାକୁ ପୁଲିସ ଆଣି ଥାନାରେ ପଚରାଉଚରା କରୁଥିବା ଜଣାଯାଇଛି। ସୂଚନା ଅନୁସାରେ ଗତକାଲି…

ଭୁବନେଶ୍ବର ବିମାନବନ୍ଦରରୁ ୫ କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର: ବିମାନ ଯୋଗେ ହେଉଛି ନିଶା ସାମଗ୍ରୀ ଚାଲାଣ। ବିଭିନ୍ନ ଏୟାରପୋର୍ଟରେ ନିୟମିତ ମାରିଜୁଆନା (hydroponic weed) ଜବତ ହେଉଛି। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହେଉଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକାଧିକ ବାର ଏହି ନିଶା…

ଯୁବକଙ୍କୁ ହତ୍ୟା ପରେ ନଦୀରେ ପିଙ୍ଗି ଦେଲେ

ନୟାଗଡ଼: ଯୁବକ ନିଖୋଜ। ପିଟିପିଟି ହତ୍ୟା ପରେ ଶବକୁ ନଦୀରେ ପିଙ୍ଗି ଦିଆଯାଇଥିବା ଅଭିଯୋଗ। ନୟାଗଡ଼ ସଦରଥାନା ଡାଳିଆମଡା ଗାଁରୁ ଆସିଛି ଏଭଳି ଅଭିଯୋଗ। ଡାଳିଆମଡା ଗାଁର ଚିରଞ୍ଜିବୀ ସାହୁଙ୍କ ପୁଅ ଅଭିମନ୍ୟୁ ଗତକାଲି ଗାଁର ଏକ ଦୋକାନକୁ ଔଷଧ କିଣିବାକୁ…

ମୁଖ୍ୟମନ୍ତ୍ରୀ ଓ ପିଏମଙ୍କ ଫଟୋ ଲଗାଇ ରିଲ୍ସ:ଯୁବକ ଗିରଫ

କଟକ: ଏଆଇର ଅପବ୍ୟବହାର କରି ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାର କରୁଥିବା ଅଭିଯୋଗରେ ଜଣେ ଯୁବକ ଗିରଫ। କମିଶନରେଟ ପୋଲିସର ସାଇବର କ୍ରାଇମ ଓ ଇକୋନୋମିକ୍ ଅଫେନ୍ସ ଥାନା ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜଗତପୁର ଅଞ୍ଚଳର ବିଶ୍ବଜିତ…

କୁଖ୍ୟାତ ଲୁଟେରାକୁ ଏନ୍‌କାଉଣ୍ଟର

କେନ୍ଦୁଝର: କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍‌। କୁଖ୍ୟାତ ଲୁଟେରା ମହମ୍ମଦ ନାସିଫକୁ କଲା ଏନ୍‌କାଉଣ୍ଟର। ନାସିଫର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧରରଣୀଧ ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଛି। ମେଡିକାଲ ପରିସରରେ ସଶସ୍ତ୍ର ପୁଲିସ…

ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ବିଧାୟକଙ୍କ ନାଁ ଓ ପରିଚୟର ଅପବ୍ୟବହାର କରି ବିଭିନ୍ନ ବ୍ୟକ୍ତିଙ୍କୁ ମେସେଜ୍ ପଠାଯାଉଥିବାବେଳେ, ସେ…

ଗୁଣିଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିକୁ ହତ୍ୟା

ହରିଚନ୍ଦନପୁର: ଦୈତାରୀ ଥାନା ବଳିପର୍ବତ ହୁର୍ଲ୍ଲାବାହାଳି ସାହିରେ ଗୁଣିଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିକୁ ହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ମୃତ ଦମ୍ପତି ଦ୍ୱୟ ହେଲେ ସେହି ହୁର୍ଲ୍ଲାବାହାଳି ସାହିର ଖଗେଶ୍ୱର…

ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣା: ଓମ୍‌ର ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ୱର : ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଶୁକ୍ରବାର ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍‌ ପ୍ରକାଶଙ୍କର ପଲିଗ୍ରାଫ୍‌ ଟେଷ୍ଟ (ମିଛ ଧରା ପରୀକ୍ଷା) କରିଛି । ଘଟଣା ଦିନ କ’ଣ ଘଟିଥିଲା ସେ ବିଷୟରେ…

ନାବାଳିକା ବଧୂକୁ ହତ୍ୟା ଅଭିଯୋଗ

ବାଲେଶ୍ବର: ନାବାଳିକା ବଧୂକୁ ହତ୍ୟା ଅଭିଯୋଗ। ବାଲେଶ୍ବର ଚାନ୍ଦିପୁର ଥାନା ଅନ୍ତର୍ଗତ ଶାହାରଦା ଗ୍ରାମରୁ ଆସିଛି ଏହି ଅଭିଯୋଗ। ମୃତ ନାବାଳିକା ଜଣକ ୧୪ ବର୍ଷ ବୟସରେ ବିବାହ କରିଥିବା ଅଭିଯୋଗ ହୋଇଛି। ଏବେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…