Category: ଅପରାଧ

Your blog category

ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁ: କୋରାପୁଟ-ମାଲକାନଗିରି ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା । ସର୍ଚ୍ଚ ଅପରେସନ୍ ବେଳେ କୋରାପୁଟ ଜିଲ୍ଲା ଡିଷ୍ଟ୍ରିକ୍ଟ ଭଲଣ୍ଟିୟର ଫୋର୍ସ ଯବାନମାନେ ମାଓବାଦୀଙ୍କ ଏକ ଡମ୍ପ ଠାବ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର…

ଭୀମସେନଙ୍କ ଜାମିନ ଆବେଦନ ଖାରଜ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଭୀମସେନ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ। ଜାମିନ ଖାରଜ କରିଛନ୍ତି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ଏଭଳି ଘଟଣାର ସାମାଜିକ ପ୍ରଭାବ ପ୍ରସଙ୍ଗ ଓ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ଦୃଷ୍ଟିରେ…

ଖୁଲାମଖୁଲା ବୁଲୁଛନ୍ତି ଜେଲ୍ ୱାର୍ଡର ଓ ଅପରାଧୀ

ସମ୍ବଲପୁର: ଖୁଲାମଖୁଲା ବୁଲୁଛନ୍ତି ଜେଲ୍ ୱାର୍ଡର ଓ ଅପରାଧୀ। ମିଳିମିଶି ପାର୍ଟି କରୁଛନ୍ତି, ମଦ ପିଇ ରାସ୍ତାରେ ବୁଲୁଛନ୍ତି। ଏଭିଳି କିଛି ଦୃଶ୍ୟ ସମ୍ବଲପୁର ରେଢାଖୋଲରେ ଘଟିଛି। ରେଢ଼ାଖୋଲ ଜେଲର ଚିଫ୍ ୱାର୍ଡର ଦିଲୀପ କୁମାର ଦାସ କଏଦୀଙ୍କ ସହ ବୁଲୁଛନ୍ତି।…

ସୌମ୍ୟ ସ୍ୱାଇଁ ହତ୍ୟା ମାମଲା : ଦୁଇ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ସ୍ବାଇଁ ହତ୍ୟା ମାମଲାରେ ଦୁଇ ଦିନ ରିମାଣ୍ଡରେ ଆସିଲେ ତିନି ଅଭିଯୁକ୍ତ । ପୁଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି…

ମନରେଗା ଟଙ୍କା ଆତ୍ମସାତ: ୨ ଯନ୍ତ୍ରୀ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାଦୁର୍ନୀତିର ପର୍ଦାଫାସ୍। ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ ମନରେଗାରେ ମିଥ୍ୟା ବିଲ କରି ୩୮ ଲକ୍ଷରୁ ଅଧିକ…

ହୋଟେଲ୍ ତଳୁ ଯୁବକଙ୍କ ଶବ ଉଦ୍ଧାର‌

ପୁରୁଷୋତ୍ତମପୁର: ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ତାରାତାରିଣୀ ପୀଠ ନିକଟ ଲକ୍ଷ୍ମୀପ୍ରିୟା ହୋଟେଲ ତଳୁ ଆଜି ଜଣେ ଯୁବକଙ୍କ ଶବ ଠାବ ହୋଇଛି। ମୃତକ ଜଣକ ହେଲେ ପୁରୀର ମନୋଜ ସ୍ବାଇଁ। ମନୋଜ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତାରାତାରିଣୀ…

ଭିମସାର ଅଧୀକ୍ଷକ ଗିରଫ

ଭୁବନେଶ୍ଵର:ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକ ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କୁ ଗିରଫ କଲା ଭିଜିଲାନ୍ସ। ମଙ୍ଗଳବାର ଅଶ୍ୱିନୀଙ୍କର ବିଭିନ୍ନ ସ୍ଥାନରେ ଥିବା ଘରଗୁଡିକରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା।…

ପୀତବାସ ହତ୍ୟା ମାମଲା: ହତ୍ୟା ଦଫାରୁ ‘ବିକ୍ରମ’ ବାଦ

ବ୍ରହ୍ମପୁର: ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ। ହତ୍ୟା ଦଫାରୁ ବାଦ ପଡ଼ିଲେ ବିକ୍ରମ ପଣ୍ଡା। ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫାକୁ ବାଦ ଦିଆଯାଇଛି। ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ…

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଯୁବକ ଜଣଙ୍କ ହେଲେ ବିନିକା ବେରିହାପଡାର ଜୟ ବାଗ (୨୫ ବର୍ଷ)। ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।…

ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବଢିଲା ଅଡୁଆ। ତାଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ DGPଙ୍କୁ ମଗାଗଲା ଚାର୍ଜସିଟ୍ ଚିଠା। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲରେ ବିବାଦକୁ ଆସିଥିଲେ…