Category: ରାଜ୍ୟ

ରଥଯାତ୍ରା ସମୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ। ଏହି ଆକଳନ କରିିଛି ବିଭିନ୍ନ ପାଣିପାଗ ମଡେଲ୍। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ଆସନ୍ତା ୧୪ କିମ୍ବା ୧୫ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହାକି ଲଘୁଚାପର ରୂପ ନେଇପାରେ ।…

ମହାପ୍ରଭୁଙ୍କ ଖାତାକୁ ଫେରିବ ୫୮ ଏକର ଜମି

କଟକ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବାକୁ ଯାଉଛି ୫୮ ଏକର ଜମି। ଏହାର ମୂଲ୍ୟ ୩୦୦ କୋଟିରୁ ଅଧିକ ଟଙ୍କା ହେବ ‌ବୋଲି ଆକଳନ କରାଯାଉଛି। ଏକରାଜାତ ମାହଲ ଜମି ସମ୍ପର୍କିତ ଦୀର୍ଘଦିନର ଏହି ମାମଲାର ରାୟ ପ୍ରକାଶ ପରେ ଖୋର୍ଦ୍ଧାଜିଲ୍ଲା…

ରଥଖଳା ଚଳଚଞ୍ଚଳ; ତିନିରଥରେ ପାର୍ଶ୍ୱ ଦେବଦେବୀ ସଂସ୍ଥାପନ କାର୍ଯ୍ୟ ଶେଷ

ପୁରୀ:ରଥଖଳା ଚଳଚଞ୍ଚଳ । ତିନିରଥର ମହାରଣା ସେବକ, ଭୋଇ ସେବକ, ଚିତ୍ରକାର ସେବକ ଲାଗି ପଡିଛନ୍ତି । ହାତରେ ଆଉ ଦିନ ମାତ୍ର କେଇଟା । ଇତି ମଧ୍ୟରେ ତିନିରଥରେ ପାର୍ଶ୍ୱ ଦେବ ଦେବୀ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇ ଯାଇଛି…

ନିଆଳି ମାଧବାନନ୍ଦ ଜୀଉ ପୀଠରୁ ଶ୍ରୀମନ୍ଦିର ଗଲା ଅଣସର ଭାର

ନିଆଳି : ସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ବରରେ ପୀଡିତ । ବିଭିନ୍ନ ଉପଚାରରେ ଅଣସର ଘରେ ଶ୍ରୀଜିଉଙ୍କର ଚିକିତ୍ସା ଚାଲୁ ରହିଛି । ମହାପ୍ରଭୁଙ୍କ ଅସୁସ୍ଥତା ସମ୍ପର୍କରେ ଏବେ ମାମୁ ମାଧବାନନ୍ଦ ଜୀଉ ଅବଗତ…

ସମୁଦ୍ର ଅଶାନ୍ତ : ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା

ଭୋଗରାଇ: ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ ଏକ ମାଛ ଧାରା ଟ୍ରଲର ରବିବାର ୧୫ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯାଇଥିଲା…

ସର୍ବଭାରତୀୟ ଚାକିରିରେ କେହି ରହିବାକୁ ନ ଚାହିଁଲେ ଇସ୍ତଫା ଦେଇପାରିବେ: ଡିଜିପି

ଭୁବନେଶ୍ୱର:ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା ଅନ୍ୟକେଉଁ କାରଣ ଏହା ପଛରେ ରହିଛି ତାକୁ ନେଇ ଚାଲିଛି ବିଭିନ୍ନ ଆଲୋଚନା। ଏହାରି…

ବଢ଼ିଲା ପିଆଜ ଦର

ଭୁବନେଶ୍ବର : ବଢ଼ିଲା ପିଆଜ ଦର । ଗତ ୩ ଦିନ ଭିତରେ ଦର ୩୦ ରୁ ବଢ଼ି ୪୦ ଓ ୪୫ ଟଙ୍କାରେ ବିକ୍ରି ହେଉଛି । ପିଆଜ ସାଧାରଣ ଭାବେ ସବୁଦିନ ରୋଷେଇ ଘରେ ଆବଶ୍ୟକତା ରହିଛି ।…

ପୁଣି ଘୂର୍ଣ୍ଣିବଳୟ, ୧୭ରେ ଲଘୁଚାପ ଆଶଙ୍କା

ଭୁବନେଶ୍ୱର: ରଥଯାତ୍ରା ସମୟରେ ରାଜ୍ୟରେ ପୁଣି ବର୍ଷା ବଢ଼ିବ । ୧୪ ବା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୭ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର…

ଆଜି ଶ୍ରୀମନ୍ଦିରରେ ଚକାବିଜେ ନୀତି

ପୁରୀ: ଆଜି ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚକାବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶୋଇବା ଅବସ୍ଥାରୁ ଜାଗ୍ରତ ଅବସ୍ଥାକୁ ଆସିବେ । ଦଇତାପତିଙ୍କ ନିଷ୍ଠାପର ସେବାଯତ୍ନ ପରେ ଧୀରେ ଧୀରେ ଆରୋଗ୍ୟଲାଭ କରୁଛନ୍ତି ଦାରୁବ୍ରହ୍ମ । ଅପରାହ୍ଣରେ ରାଜବୈଦଙ୍କ ଦ୍ୱାରା…

ହତ୍ୟା ମାମଲା: ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

କଟକ: ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଆସାମୀ ମୋହନ କୁମାର ସେନାପତିଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଫଳରେ ଆସାମୀ ୨୩ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ । ଆସାମୀ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣ କରିବାରେ…