Category: ରାଜ୍ୟ

ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି: ୧୫କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

କେନ୍ଦୁଝର : ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ଘଟଣା ।ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତରେବଣା ଗାଁର ପାଣୁଆ ଜୁଆଙ୍ଗଙ୍କ ୨୩ ବର୍ଷିୟ ଝିଅ ରୋହିଣୀ ଜୁଆଙ୍ଗ…

ନିଷ୍ପତ୍ତି ବଦଳାଇଲା ପ୍ରଶାସନ: ରଥଯାତ୍ରାରେ ଦିଆଯିବ ରନ୍ଧା ଓ ଶୁଖିଲା ଖାଦ୍ୟ

ପୁରୀ: ନିଷ୍ପତ୍ତି ବଦଳାଇଲା ପ୍ରଶାସନ । ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନିକ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ…

ରାଜ୍ୟରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରୁଥିବାବେଳେ ଆଗକୁ ଅଛି ବଡ଼ ବର୍ଷା । କାରଣ ଅଧିକ ଘନୀଭୂତ ହେଉଛି ସ୍ପଷ୍ଟଚିହ୍ନିତ ଲଗୁଚାପ । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ନେଇପାରେ ଅବପାତର ରୂପ । ଘନୀଭୂତ ହେବାପରେ…

ଦାରୁବ୍ରହ୍ମଙ୍କ ଅନବସର ସେବା: ଆଜିଠୁ ୩ ଦିନ ଓଷ ଲାଗି ନୀତି

ପୁରୀ: ଦାରୁବ୍ରହ୍ମଙ୍କ ଅନବସର ସେବାକ୍ରମରେ ଶ୍ରୀମନ୍ଦିର ଅଣସର ଘରେ ଶ୍ରୀଅଙ୍ଗ ଖୋଲିବା ପରେ ଠାକୁରଙ୍କ ଫୁଲୁରୀ ତେଲ ଲାଗି ନୀତି ହୋଇଛି । ବଡ଼ଓଡ଼ିଆ ମଠ ଫୁଲୁରୀ ତେଲ ଯୋଗାଇବାର ପରମ୍ପରା ରହିଛି । ଏଣୁ ଶନିବାର ଅପରାହ୍ଣରେ ବଡ଼ଓଡ଼ିଆ ମଠରୁ…

ବଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୩୦ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ

ଇସଲାମାବାଦ୍‌: ପାକିସ୍ତାନ ଅନ୍ତର୍ଗତ ବଲୁଚିସ୍ତାନରେ ସକ୍ରିୟ ବଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣ କରିଛି। ଏହି ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନ ସୁରକ୍ଷା ବାହିନୀର ୩୦ ଜଣ ସୈନିକ ନିହତ ହୋଇଥିବା ଏକ ବିଏଲଏ ତରଫରୁ ଜାରି…

ଏଚ୍.ପି.ଭି ଟୀକାକରଣ: ବିଏମସି ହସପିଟାଲରେ ଟୀକା ନେଲେ 84 ବାଳିକା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଡାକ୍ତରଖାନାରେ ସରକାରଙ୍କ ତରଫରୁ ଚାଲିଥିବା ଏଚ୍.ପି.ଭି ଟୀକାକରଣ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଜରାୟୁ ଗ୍ରୀବା କର୍କଟ ରୋଗରୁ ଏଚ୍.ପି.ଭି ଟୀକାର ଗୋଟିଏ ମାତ୍ର ଡୋଜ୍ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ…

ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ ପଞ୍ଜିକରଣ ରଦ୍ଦ

କଟକ/ଭୁବନେଶ୍ୱର/ବାରିପଦା: ବାରିପଦାଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ଘଟଣାରେ ସମ୍ପୃକ୍ତ ଦୁଇଟିଯାକ ଗାଡ଼ିର ବୈଧ ‘ଫିଟନେସ୍ ପ୍ରମାଣପତ୍ର’ (Fitness Certificate) ନଥିଲା। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ମାନ୍ୟବର ବାଣିଜ୍ୟ ଓ…

ବିଭାଗୀୟ ମାମଲା ପରିଚାଳନାରେ ସହକାରୀ ନିର୍ଦ୍ଦେଶକ ବିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଆଇନ ବିଭାଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ନୂଆ ଆଇନ ପ୍ରଣୟନଠାରୁ ଆରମ୍ଭ କରି ପୁରୁଣା ଆଇନରେ ଆବଶ୍ୟକ ସଂଶୋଧନ ଏବଂ ବିଭିନ୍ନ ବିଭାଗଗୁଡ଼ିକୁ ଆଇନଗତ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନ ବିଭାଗ ସବୁବେଳେ…

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର : ଭାରତର ଉପରାଷ୍ଟ୍ରପତିଙ୍କ ୯ ଜୁଲାଇରେ ଓଡ଼ିଶା ଗସ୍ତକୁ ସଫଳ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ ସଂଶୋଧନରେ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ (RoR) ସଂଶୋଧନ କାର୍ଯ୍ୟ ଉଲ୍ଲେଖନୀୟ ସଫଳତାର ସହ ଅଗ୍ରସର ହୋଇଛି।ଖୋର୍ଦ୍ଧା…