Category: ରାଜନୀତି

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍-ପ୍ରସ୍ତୁତି

ଭୁବନେଶ୍ୱର: ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରାକ୍-ପ୍ରସ୍ତୁତି ଜୋରଦାର କରାଯାଇଛି। ଏହାର ଅଂଶସ୍ୱରୂପ ଆସନ୍ତା ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ…

ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା

କଲକାତା:ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଟିଏମସି ରାଲିକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏବେ ଆଉ ଏକ ଘଟଣା ଚର୍ଚ୍ଚାରେ ରହିଛି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରୁଥିବା ଏକ ଭିଡିଓ…

କଳାପତାକା ପ୍ରଦର୍ଶନ ପାଇଁ 307 ଧାରା ଲଗାଯିବା ସମ୍ପୂର୍ଣ ଅଗଣତାନ୍ତ୍ରିକ ଏବଂ ଅସମ୍ବିଧାନିକ : କଂଗ୍ରେସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ଅବସରରେ ଯୁବ କଂଗ୍ରେସ ନେତା ଅବିନାଶ ମିଶ୍ରଙ୍କୁ ଗିରଫ କରି ଜବରଦସ୍ତ ଗମ୍ଭୀର ଦଫା ଲଗାଇ କୋର୍ଟ ଚାଲାଣ କରିବାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଆଜିର ସାମ୍ବାଦିକ…

ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ପେଶା ଆଇନ ଲାଗୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ଡ. ଭୁରିଆ

ଭୁବନେଶ୍ୱର: ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ପେଶା ଆଇନ ଲାଗୁ ହୋଇ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅଖିଳ ଭାରତ ଆଦିବାସୀ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ବିକ୍ରାନ୍ତ ଭୁରିଆ କହିଛନ୍ତି । ଏହି…

ଚର୍ଚ୍ଚାରେ ଅପରାଜିତା-ଜଗା ସମୀକରଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ସ୍କାଏୱାକ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ରସୁଲଗଡ଼–ପଳାଶୁଣି ମଧ୍ୟରେ ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ସ୍କାଏୱାକ୍ ସହ ୩ଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟର…

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ସୁବ୍ରତ ସାମଲ

ଚୌଦ୍ୱାର : ପୁଣି ଚର୍ଚ୍ଚାକୁ ଆସିଲା କଟକ-ଚୌଦ୍ବାର ରାଜନୀତି । ବିଜେଡି ଛାଡ଼ିଲେ ଚୌଦ୍ଵାର ପୌରପାଳିକା ୧୨ନମ୍ୱର ୱାର୍ଡର ପ୍ରଭାବଶାଳୀ କାଉନସିଲର ସୁବ୍ରତ ସାମଲ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବତନ ବିଧାୟକ ପ୍ରଭାତ…

ଭିଡ ଓ ଦୁର୍ଘଟଣା ସମସ୍ୟାର ସ୍ଥାୟୀ ସମାଧାନ ସ୍କାୟୱାକ:ଅପରାଜିତା

ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଓଡ଼ିଶାର ପ୍ରଥମ ସ୍ମାର୍ଟ ସ୍କାୟୱାକ ଷ୍ଟିଲ ଓ କାଚ ରେ ନିର୍ମିତ ହେବ ପଳାଶୁଣୀ-ରସୁଲଗଡ ୪୫୦ ମିଟର ସ୍କାୟୱାକ ତିନୋଟି ନୂଆ ଫୁଟ୍ ଓଭର୍ ବ୍ରିଜ୍ ସମେତ ୬ଟି ଲିଫ୍ଟ ଓ ଅତ୍ୟାଧୁନିକ ସୁବିଧା ଖର୍ଚ୍ଚ…

ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ପିଏମ୍ ମୋଦିଙ୍କ ପ୍ରଶଂସା

ଜାକର୍ତ୍ତା/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଇଣ୍ଡୋନେସିଆ ସଂସଦକୁ ସମ୍ବୋଧନ କରିବା ଅବସରରେ ସେଠାକାର ସ୍ୱାଧୀନତା ଆନ୍ଦୋଳନରେ ବିଜୁ ପଟ୍ଟନାୟକଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । କହିଥିଲେ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।…

ଜୁଲାଇ ୯ରୁ ୧୫ ରାଜ୍ୟବ୍ୟାପୀ ବିଜେଡିର ଶିକ୍ଷା ବଞ୍ଚାଓ ଅଭିଯାନ

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ରହିଛି । ଯାହାର ସୁଧାର କରିବା ପରିବର୍ତ୍ତେ ଡବଲ ଇଞ୍ଜିନ ବିଜେପି ସରକାର ଓଡ଼ିଶାର ପ୍ରାକ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗି…