Category: ରାଜନୀତି

ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ

ଭୁବନେଶ୍ୱର : ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ। ଦିଲ୍ଲୀ ଗସ୍ତରେ ଥିବା ନବୀନ ଏ ପ୍ରସଙ୍ଗ ନେଇ ବିଜେଡି ସାଂସଦମାନଙ୍କ ସହ ବୈଠକ କରିଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି,…

କର୍ମକର୍ତ୍ତା ତୃଣମୂଳସ୍ତରକୁ ଯାଇ ସଂଗଠନ କରନ୍ତୁ : ଭକ୍ତ

ଭୁବନେଶ୍ୱର : କଂଗ୍ରେସ ଭବନ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ…

ଛାତ୍ରଙ୍କ ଉପରେ ଲାଠି ଗଣତାନ୍ତ୍ରିକ ରାଷ୍ଟ୍ରପାଇଁ ଅପମାନ : ଭକ୍ତ

ଭୁବନେଶ୍ୱର: ଅଖିଳ କଂଗ୍ରେସ କମିଟିର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଳ ଗାନ୍ଧୀଙ୍କ ସହ କଂଗ୍ରେସ ଦଳର ସାଂସଦ ଓ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀଙ୍କ ସହିତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

‘ଦଳ ଛାଡ଼ିଥିବା ନେତାଙ୍କ ପାଇଁ ଟିଏମ୍‌ସି ରାସ୍ତା ବନ୍ଦ’

କଲକାତା : ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ଦଳର ଏକାଧିକ ସଦସ୍ୟ ବିଦ୍ରୋହ କରି ଦଳ ଛାଡ଼ି ବିଜେପିରେ ଯୋଗଦେବା ସମ୍ପର୍କରେ ମୁହଁ ଖୋଲିଛନ୍ତି। ଏଥିସହ ସେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ମଙ୍ଗଳବାର କଲକାତାରେ ଏକ ଦଳୀୟ…

ମୁଁ ବିଜେଡିରେ ଥିଲି, ଅଛି ଓ ରହିବି :ବିକ୍ରମ ଆରୁଖ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ବିଜେଡିରେ ଥିଲି, ଅଛି ଏବଂ ଆଗକୁ ମଧ୍ୟ ରହିବି…

ରାଜ୍ୟ ସରକାର ଜାଣିଶୁଣି ସାଂସଦଙ୍କ ହାତ ପାଣ୍ଠିକୁ ବିନିଯୋଗ କରିବାକୁ ଦେଉନାହାନ୍ତି: ମାନସ ମଙ୍ଗରାଜ

ଭୁବନେଶ୍ଵର: ସଂସଦର ମୌସୁମୀକାଳୀନ ଅଧିବେଶନ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦାନ କରିଛନ୍ତି। ଏହାସହିତ ବିଜୁ ଜନତା ଦଳର ସଂସଦରେ କାର୍ୟ୍ୟକାରିତା…

ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ

ଭୂବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ଦେଶବାସୀଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ୨୦୧୪ ଅକ୍ଟୋବର…

ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ତୁଟିଛି : ନବୀନ

ସଂସଦରେ ସଂସ୍କାର ଦାବି ଭୁବନେଶ୍ୱର: : ପରୀକ୍ଷା ବ୍ୟବସ୍ଥା ଉପରେ ଭାଙ୍ଗିଛି ଭରସା । ସଂସଦରେ ବ୍ୟାପକ ଆଲୋଚନା ଓ ସଂସ୍କାର ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦେଶର ଶିକ୍ଷା ବ୍ୟବସ୍ଥା…

ବିଜେପିରୁ ଇସ୍ତଫା ଦେଲେ ଚାମେଲି

କେନ୍ଦ୍ରାପଡ଼ା: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଗତ ୬ ଦିନ ଧରି ଚାଲିଥିବା ପ୍ରତିବାଦ ସଭାରେ ସରପଞ୍ଚ ଚମେଲୀ ଓଝା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…

ଲଗାତାର ଭାବେ ୩ ବର୍ଷ ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନରେ ବିଜେପି ସରକାର ବିଫଳ: ବିଜେଡି

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରାର ପ୍ରଥମ ଦିନରେ ଯେପରି ଦଳାଚକଟାରେ ୩ ଜଣଙ୍କ ମୃତୁ୍ୟ, ଶତାଧିକ ଆହତ ହେବା ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଟାହିଆ ନଥିବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଚଳିତ ବର୍ଷ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ…