Category: ଖେଳ

ଫିଫା ବିଶ୍ୱକପ୍ : ବିଶ୍ୱ ବିଜେତା ସ୍ପେନକୁ ଟ୍ରଫି ସହ ମିଳିଲା ୪୮୧୪୨୫୨୫୦୦ ଟଙ୍କା

ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମ୍ୟାଚରେ ସ୍ପେନ୍, ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଫିଫା ବିଶ୍ୱକପ୍ ୨୦୨୬ ଟ୍ରଫି ଜିତିନେଇଛି। ଏହି ବିଜୟ ସହିତ ୟୁରୋପୀୟ ଚାମ୍ପିଅନ୍ ସ୍ପେନ୍ କେବଳ ଫୁଟବଲ୍‌ର ଏହି ପ୍ରତିଷ୍ଠିତ ଟ୍ରଫି ହାସଲ କରିନାହିଁ, ବରଂ…

ଫିଫା ବିଶ୍ୱକପ୍: ଆର୍ଜେଣ୍ଟିନାକୁ ହରାଇ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ହେଲା ସ୍ପେନ୍

ଫିଫା ବିଶ୍ୱକପ୍ ୨୦୨୬ ର ଫାଇନାଲ୍ ମ୍ୟାଚରେ ସ୍ପେନ୍, ୨୦୨୨ ର ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଛି। ପ୍ରଥମେ ନିର୍ଦ୍ଧାରିତ ୯୦ ମିନିଟ୍ ପର୍ଯ୍ୟନ୍ତ କୌଣସି ଦଳ ଗୋଲ୍ ଦେଇପାରି…

ଲର୍ଡସରେ ଭାରତକୁ ହରାଇ ଇଂଲଣ୍ଡ ଜିତିଲା ଦିନିକିଆ ସିରିଜ୍

ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ…

ଲର୍ଡସରେ ଅବସର ନେଇପାରନ୍ତି ରୋହିତ

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟର ହିଟ୍‌ମ୍ୟାନ୍‌ ଭାବେ ପରିଚିତ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଓ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରୁ ଅବସର ନେଇ ସାରିଥିବାବେଳେ କେବଳ ଦିିନିକିଆ ଖେଳିବା ଜାରି ରଖିଛନ୍ତି। ୨୦୨୭ ଦିନିକିଆ ବିଶ୍ବକପ ଖେଳିବା ଲକ୍ଷ୍ୟ ରଖିଥିବା ରୋହିତଙ୍କ ଉକ୍ତ…

ରୁଟ୍‌ଙ୍କ ୯୯*; ଭାରତ ବିପକ୍ଷ ୨ୟ ଦିନିକିଆ ଜିତିଲା ଇଂଲଣ୍ଡ

କାର୍ଡିଫ୍‌ : ଜୋ ରୁଟ୍‌ଙ୍କ ଅପରାଜିତ ୯୯ ରନ୍‌ ବଳରେ ଗୁରୁବାର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବିଜୟୀ ହୋଇଛି। ଭାରତକୁ ୪ ୱିକେଟ୍‌ରେ ପରାସ୍ତକରି ୩ ମ୍ୟାଚ୍‌ର ଶୃଙ୍ଖଳାକୁ ଇଂଲଣ୍ଡ ୧-୧ କରିପାରିଛି। ବିରାଟ କୋହଲି ଓ ଶ୍ରେୟସ…

ପ୍ରଥମ ଦିନିକିଆ: ଇଂଲଣ୍ଡକୁ ହରାଇଲା ଭାରତ

ଏଜ୍‌ବାଷ୍ଟନ: ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ସଫଳତା ଏବଂ ଶୁଭମନ ଗିଲ୍‌ ଓ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ମଙ୍ଗଳବାର ଘରୋଇ ଇଂଲଣ୍ଡକୁ ୬ ୱିକେଟ୍‌ରେ ହରାଇ ଭାରତ ୩-ମ୍ୟାଚ୍‌ର ଶୃଙ୍ଖଳାରେ…

୨-୧ ରେ ସିରିଜ କବ୍ଚା କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି । ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ ସିରିଜ ୧-୨ରେ ହାରିଗଲା । ଶ୍ରୀଲଙ୍କା ଏକ ୱିକେଟରେ ନିର୍ଣ୍ଣାୟକ…

ଲଜ୍ଜାଜନକ, ଶୋଚନୀୟ: ଇଂଲଣ୍ଡଠାରୁ ୧୨୫ ରନରେ ହାରିଲା ଟିମ୍ ଇଣ୍ଡିଆ

ଲଜ୍ଜାଜନକ, ଶୋଚନୀୟ । କିଛି ମାସ ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିୟନ ହୋଇଥିବା ଭାରତର ଦୟନୀୟ ପ୍ରଦର୍ଶନ । ପ୍ରଥମେ ଆୟର୍ଲାଣ୍ଡଠାରୁ ୦-୨ରେ ସିରିଜ୍ ହାରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ସବୁଠାରୁ ବଡ଼ ପରାଜୟ । ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ସବୁଠାରୁ…

ଆମେରିକାରେ ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡ ଉଦ୍‌ଘାଟିତ

ନୂଆଦିଲ୍ଲୀ : ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ‘ନାଇଟ୍‌ ରାଇଡର୍ସ ଗ୍ରୁପ୍‌’ ଆମେରିକାରେ ଇତିହାସ ରଚିଛି । ବିଶ୍ୱର ପ୍ରଥମ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ଭାବରେ ନାଇଟ୍‌ ରାଇଡର୍ସ ବିଦେଶ ମାଟିରେ ନିଜର ଏକ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ ପ୍ରତିଷ୍ଠା କରିଛି ।…

ବୋସନିଆକୁ ୨-୦ରେ ହରାଇ ପ୍ରିକ୍ୱାର୍ଟରରେ ଆମେରିକା

ସାନ୍ତାକ୍ଲାରା : ସହଆୟୋଜକ ଆମେରିକା ଚଳିତ ଫିଫା ବିଶ୍ୱକପ୍‌ର ପ୍ରିକ୍ୱାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି । ସ୍ଥାନୀୟ ସାନ୍‌ ଫ୍ରାନ୍‌ସିସ୍କା ବେ ଏରିଆ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ରାଉଣ୍ଡ-୩୨ ମୁକାବିଲାରେ ଏହି ଘରୋଇ ଦଳ ୨-୦ ଗୋଲ୍‌ରେ ବୋସନିଆ ଓ ହର୍ଜଗୋଭିନାକୁ…