Category: ଦେଶ ବିଦେଶ

ଭୟଙ୍କର:ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ : ରୁଷ୍‌-ୟୁକ୍ରେନ ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋ ଉପରେ ୪୦୦ରୁ ଅଧିକ ଡ୍ରୋନ୍‌ ଯୋଗେ ଆକ୍ରମଣ କରିଛି। ଏହି ଆକ୍ରମଣରେ ମସ୍କୋ ନିକଟସ୍ଥ ଅନେକ ଶିଳ୍ପାଞ୍ଚଳ ଓ ତୈଳ ଦ୍ୱୀପରେ…

ଆଫଗାନିସ୍ତାନରେ ବନ୍ୟା: ୨୦ ମୃତ

କାବୁଲ : ଆଫଗାନିସ୍ତାନର ପୂର୍ବରେ ଥିବା ନୁରିସ୍ତାନରେ ବନ୍ୟା ଯୋଗୁଁଁ ଅତିକମ୍‌ରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୮୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ…

୧୨ଟା ଯାଏଁ ଲୋକସଭା ଓ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ। ଗତ ଦୁଇ ଦିନ ଧରି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭା ଏବଂ ରାଜ୍ୟସଭାକୁ ଅନେକ ଥର ମୁଲତବୀ ରଖାଯାଇଛି। ବିରୋଧୀ ଦଳ ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଚୋରି…

ଜୀବନ ହାରିଲେ ତ୍ରିପୁରା ଡିଜିପି!

ତ୍ରିପୁରା: ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତଥା ୧୯୯୪ ବ୍ୟାଚ୍‌ର ଆଇପିଏସ ଅଧିକାରୀ ଅନୁରାଗ ଧନକାରଙ୍କର ପୋଲିସ ମୁଖ୍ୟାଳୟରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ପୋଲିସ ମୁଖ୍ୟାଳୟରେ ଥିବା ତାଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ଅବସ୍ଥାରେ…

ଆଜି ଅନଶନ ଭାଙ୍ଗିପାରନ୍ତି ଓ୍ବାଙ୍ଗ୍‌ଚୁକ୍‌

ନୂଆଦିଲ୍ଲୀ: ରାଜନେତାମାନେ ଯଦି ସଫଦରଜଙ୍ଗ ହସ୍ପିଟାଲରେ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଭେଟି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ କାଳରେ ଶିକ୍ଷା ଉତ୍ତରଦାୟିତ୍ୱ ପ୍ରସଙ୍ଗ ଉଠାଇବାର ପ୍ରତିଶ୍ରୁତି ଦିଅନ୍ତି, ତେବେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳାଇଥିବା ଅନଶନ ସୋମବାର ଭାଙ୍ଗିବେ ବୋଲି ତାଙ୍କ…

ଜନ୍ତର ମନ୍ତରରେ ଏକାଠି ସିଜେପିର 8 ହଜାର ସମର୍ଥକ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ କକରୋଚ ଜନତା ପାର୍ଟିର ଆନ୍ଦୋଳନ ୨୩ ତମ ଦିନରେ ପହଞ୍ଚିଛି । ଆଜି ହଜାର ହଜାର ଆନ୍ଦୋଳନକାରୀ ପୋଲିସ ନିର୍ଦ୍ଦେଶକୁ ଅମାନ୍ୟ କରି ସଂସଦ ଅଭିମୁଖେ ବାହାରିଛନ୍ତି । ନିଟ୍‌ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା…

୧୨ଟା ଯାଏଁ ଲୋକସଭା ମୁଲତବି

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ବନ୍ଦେ ମାତରମ୍ ସମ୍ପର୍କିତ ଏକ ବିଲ୍ ଆଗତ କରିବେ। ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି, ଲଦାଖି ଶିକ୍ଷାବିତ୍ ଏବଂ ପରିବେଶ କର୍ମୀ ସୋନମ୍…

ମୌସୁମୀ ଅଧିବେଶନ ; ମୋଦୀଙ୍କ ଉଦବୋଧନ

ନୂଆଦିଲ୍ଲୀ : ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମକୁ ସମ୍ବୋଧିତ କରି ଛନ୍ତି। ଅଧିବେଶନ ସମୟରେ ସେ ଦେଶର ଯୁବପିଢ଼ି, ବୈଜ୍ଞାନିକ ଏବଂ ଆର୍ଥିକ ପ୍ରଗତିକୁ ପ୍ରଶଂସା କରିଥିଲେ। ସେ କହି…

ଆଜିଠୁ ସଂସଦର ମୌସୁମି ଅଧିବେଶନ

ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ଏକାଧିକ ବିଲ୍ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି। ସେହିପରି ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ…

କାଲିଠୁ ସଂସଦର ମୌସୁମୀ ଅଧିବେଶନ

କାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଏଥିରେ ସଂସଦର ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନେଇ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ିବେ…