ରାମ ମନ୍ଦିରରୁ ଚାନ୍ଦା ଚୋରି ମାମଲା, ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରୁ ଚାନ୍ଦା ଚୋରି ମାମଲା। ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। କାହିଁକି ତୁରନ୍ତ ଶୁଣାଣି ଚାହୁଁଛନ୍ତି ବୋଲି ଯାଚିକା ଆବେଦନକାରୀଙ୍କୁ ଓଲଟା ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ। ଛୁଟି ସରିବା ପରେ କୋର୍ଟ…







