Category: ଦେଶ ବିଦେଶ

ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଅନ୍ତିମ ବିଦାୟ

ତେହରାନ: ଇରାନବାସୀ ଶୁକ୍ରବାର ସେମାନଙ୍କର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଅନ୍ତିମ ବିଦାୟ ଜଣାଇଛନ୍ତି। ଖାମେନେଇଙ୍କ କଫିନକୁ ଜାତୀୟ ପତାକାରେ ଘୋଡାଯାଇ ଗ୍ରାଣ୍ଡ ମୋସାଲାରେ ରଖାଯାଇଥିଲା। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ, ସଂସଦ ବାଚସ୍ପତି ତଥା…

୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଗତ ୪୦ ବର୍ଷରେ କୌଣସି…

କିଭ୍‌ର ୩୦ ସ୍ଥାନ ଉପରେ ରୁଷ୍‌ ତରଫରୁ ଆକ୍ରମଣ

କିଭ୍‌:ୟୁକ୍ରେନ୍‌ର କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ସହ ଡ୍ରୋନ ଯୋଗେ ଆକ୍ରମଣ କରାଯିବାରୁ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ୨୦ଟି ଘର…

ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ…

ପୁନଃ ସେବା ଆରମ୍ଭ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଗୁରୁବାର ବିମାନ କମ୍ପାନୀ ଓମାନ ଏବଂ କୁୱେତ ସମେତ ଅନେକ…

ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ/ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପବିତ୍ର ଓ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । କଡ଼ା ସୁରକ୍ଷା ମଧ୍ୟରେ ଏହି ଜଥା ଆଜି…

ପଥର ଖଣିରେ ପଥର ଧସି 7 ଶ୍ରମିକ ମୃତ

ବେଙ୍ଗାଲୁରୁ (କର୍ଣ୍ଣାଟକ): ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାସ୍ଥିତ ଏକ ପଥର ଖଣିରେ ଏକ ବିରାଟ ପଥର ଖଣ୍ଡ ଧସି ପଡ଼ିବା ଫଳରେ 7 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମଦପଟ୍ଟନାରେ ଆଜି ଭୋର ସମୟରେ ଏହି ଦୁଃଖଦ…

ନୂତନ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଜେନରଲ ଧୀରଜ ସେଠ୍

ନୂଆଦିଲ୍ଲୀ: ପଶ୍ଚିମ ମୋର୍ଚ୍ଚାରେ ଦୁଇଟି କାର୍ଯ୍ୟକ୍ଷମ ସେନା କମାଣ୍ଡର ନେତୃତ୍ୱ ନେବାର ବିରଳ ଗୌରବ ହାସଲ କରିଥିବା ଜଣେ ଦକ୍ଷ ସାମରିକ ଅଧିକାରୀ ଜେନେରାଲ ଧୀରଜ ସେଠ୍ ମଙ୍ଗଳବାର ସ୍ଥଳ ସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…

ହୁତୁ ହୁତୁ ହୋଇ ଜଳିଲା ତୀର୍ଥଯାତ୍ରୀ ବସ୍, ୭ ମୃତ

ନୂଆଦିଲ୍ଲୀ: ରାଜସ୍ଥାନ ଦୌସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଋଷିକେଶରୁ ଇନ୍ଦୋର ଯାଉଥିବା ଏକ ଟୁରିଷ୍ଟ ବସ୍କୁ ଏକ ଟ୍ରେଲର ଧକ୍କା ଦେବା ଫଳରେ ଛାତିଥରା ଦୁର୍ଘଟଣା ଘଟିଛି । ଯାତ୍ରୀ ଗଭୀର ନିଦରେ ଶୋଇଥିବାବେଳେ ଦୁର୍ଘଟଣା ଘଟିଛି । ଟ୍ରଲର ଧକ୍କାରେ ଜଳିଯାଇଛି…

ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ମାସରେ ଉଭୟ ଗ୍ୟାସ୍ ସିଲିଣ୍ଡର ଏବଂ ପେଟ୍ରୋଲ-ଡିଜେଲ ଦରରେ ବଡ଼ ଅଶ୍ୱସ୍ତି ମିଳିଛି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୮୩ ଟଙ୍କା ୫୦ ପଇସା…