Category: ଦେଶ ବିଦେଶ

ପାସପୋର୍ଟର ଆସିଲା ନୂଆ ରାଙ୍କିଂ ; ଜାଣନ୍ତୁ, ଭାରତର ସ୍ଥାନ କେତେ ନମ୍ୱରରେ

ନୂଆଦିଲ୍ଲୀ :ଗ୍ଲୋବାଲ୍ ସିଟିଜେନ୍ ସଲ୍ୟୁସନ୍ସ ଦ୍ୱାରା ପ୍ରକାଶିତ ହୋଇଛି ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬। ଏଥିରେ ଭାରତ ୧୯୭ଟି ଦେଶ ମଧ୍ୟରୁ ୧୨୫ ତମ ସ୍ଥାନରେ ରହିଛି। ଗତ ବର୍ଷ ତୁଳନାରେ ଭାରତର ରାଙ୍କିଂ ଗୋଟିଏ ସ୍ଥାନ ତଳକୁ ଖସି ଯାଇଛି। ତଥାପି,…

ବର୍ଷାରେ ମୁମ୍ବାଇ ବେହାଲ: ଚାରିମହଲା ଘର ଭୁଶୁଡ଼ି ୬ ମୃତ

ମୁମ୍ବାଇ: ମୁମ୍ବାଇର ମାନଖୁର୍ଦ ଅଞ୍ଚଳରେ ଏକ ଚାରିମହଲା ଘର ଭୁଶୁଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ…

ଗୌରୀ ସ୍ପ୍ରେଟଙ୍କୁ ବିବାହ କଲେ ଆମିର ଖାନ

ମୁମ୍ବାଇ:ବଲିଉଡ୍‌ ଅଭିନେତା ଆମିର ଖାନ ୬୧ ବର୍ଷ ବୟସରେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଦୁଇଟି ବିବାହ ବିଚ୍ଛେଦ ପରେ ସେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ଏକ ପଞ୍ଜିକୃତ ବିବାହରେ ବିବାହ କରିଥିବା ସୂଚନା ମିଳିଛି। ମୁମ୍ବାଇର…

ଅବିଶ୍ରାନ୍ତ ବର୍ଷା:ଭାସୁଛି ମୁମ୍ବାଇ

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷାରେ ଭାସୁଛି ଦେଶର ବାଣିଜ୍ୟିକ ସହର ମୁମ୍ବାଇ । ଦୈନନ୍ଦିନ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଆଗାମୀ ୪୮ଘଣ୍ଟା ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବାନ୍ଦ୍ରା, ଭିଲେପାର୍ଲେ, ଚେମ୍ବୁର, ଘାଟକୋପରର ସ୍ଥିତି ଗମ୍ଭୀର ରହିଛି…

ଗାୟିକା ପଦ୍ମ ବିଭୂଷଣ ତୀଜନ ବାଈଙ୍କ ପରଲୋକ

ନୂଆଦିଲ୍ଲୀ; ଭାରତୀୟ ଲୋକକଳା ଜଗତକୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ପାଣ୍ଡବାଣୀ ଗାୟିକା ଏବଂ ପଦ୍ମ ବିଭୂଷଣ ତୀଜନ ବାଈଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ରାୟପୁର ଏମ୍ସରେ…

ମୋଦୀଙ୍କୁ ହତ୍ୟା ଧମକ

ମେଲବୋର୍ଣ୍ଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ମେଲବୋର୍ଣ୍ଣରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ଏହା ପୂର୍ବରୁ ଅନ୍‌ଲାଇନରେ ଆସିଥିବା ଏକ ବାର୍ତ୍ତାରେ ମୋଦୀଙ୍କୁ ହତ୍ୟା କରିବାକୁ ଧମକ…

ବିବାଦୀୟ ପୁସ୍ତକ; ୮ଜଣଙ୍କୁ ନିଲମ୍ବନ କଲେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାରଗୁଡ଼ିକରେ ବଣ୍ଟା ଯାଇଥିବା ବହିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ୮ଜଣଙ୍କୁ ନିଲମ୍ବିତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ପୁସ୍ତକର ଲେଖକ ଓ…

ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ: ପାଇରେସି ନୋଟିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫିଲ୍ମ ଏବଂ OTT ପ୍ଲାଟଫର୍ମରୁ ବଢୁଥିବା ଅନଲାଇନ ପାଇରେସି ସମ୍ପର୍କରେ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁଯାୟୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଟେଲିଗ୍ରାମକୁ ଏକ ନୋଟିସ ଜାରି କରି…

୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଏହି ତାଲିକାରେ ମାସୁଦ ଇଲିଆସ କାଶ୍ମୀରୀଙ୍କ ସମେତ ମହମ୍ମଦ ମୁସାଦିକ୍, ମୁଫ୍ତି ମହମ୍ମଦ ଅସଗର ଖାନ, ହାଫିଜ୍ ଅବଦୁଲ୍ ଶକୁର,…

ଉଦ୍ଧବଙ୍କ ‘ରାମ ରକ୍ଷା’ ଆନ୍ଦୋଳନ ଘୋଷଣା

ମୁମ୍ବଇ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ବିଜେପିକୁ ସମାଲୋଚନା କରିଛନ୍ତି। ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ସେ…