Tag: rain-low pressure

ଲଘୁଚାପ ଘନୀଭୂତ ହୋଇ ଆହୁରି ବର୍ଷା ଟାଣିବ

ଭୁବନେଶ୍ୱର,: ଲଘୁଚାପ ଆହୁରି ବଳୁଆ ହେବ । ଘନୀଭୂତ ହୋଇ ଆହୁରି ବର୍ଷା ଟାଣିବ । ଏହା ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ…