ବନ୍ୟା ବିତ୍ପାତରେ ୭ ମୃତ,୫ ନିଖୋଜ
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ବିତ୍ପାତରେ ୭ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ନିଖୋଜ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୫ ଜଣ ମୃତ ଓ ୨ଜଣ ନିଖୋଜ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ହରିଚନ୍ଦନପୁର ବ୍ଲକ…
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ବିତ୍ପାତରେ ୭ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ନିଖୋଜ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୫ ଜଣ ମୃତ ଓ ୨ଜଣ ନିଖୋଜ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ହରିଚନ୍ଦନପୁର ବ୍ଲକ…
ରାୟଗଡ଼ା: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ବାଘଡ଼ଙ୍ଗରୀ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗତ କିଛିଦିନ ହେବ ଲଗାଣ ବର୍ଷାରେ ଭିଜି ଦୁର୍ବଳ ହୋଇପଡ଼ିଥିବା କାନ୍ଥଟି…
କଟକ : ରାଜ୍ୟରେ ଲଗାଣ ବର୍ଷା । ହୀରାକୁଦ ଗେଟ ଖୋଲିବା ପରେ ମୁଣ୍ଡଳୀ ନିକଟରେ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି । ନରାଜ ବ୍ୟାରେଜ ଦେଇ ସକାଳ ୬ଟା ସୁଦ୍ଧା ସେକେଣ୍ଡ ପ୍ରତି ୪ ଲକ୍ଷ୍ୟ ୨୮ ହଜାର ୭୭୮…
ବଡ଼ବିଲ: ତାଉ ଦେଖାଉଛି ବୈତରଣୀ। ବନ୍ୟାଜଳ ଛଡ଼ାଯିବା ପରେ ଭାଙ୍ଗିଲା ଯୋଡ଼ା ବ୍ଲକ ବାସୁଦେବପୁର ଠାରେ ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପର କଫର୍ ଡ୍ୟାମ୍ । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା…
ଯାଜପୁର: ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ । ବରି ବ୍ଲକ୍ କିମ୍ଭିରିଆପାଳ ବାଙ୍କସାହି ନିକଟରେ ୨୦ ଫୁଟର ଘାଇ ହୋଇଥିବା ବେଳେ ଅନ୍ୟ ଗୋଟିଏ ଚନ୍ଦନପୁର ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ସେପଟେ ବିପଦ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଥମ ଦିନ ସନ୍ଧ୍ୟାରେ କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଏମ୍ପିମାନେ ଦେଖାହୋଇଛନ୍ତି। ସେଠାକୁ ଯାଇଥିବା ଜଣେ ଏମ୍ପିଙ୍କ ସୂଚନା ମୁତାବକ ପ୍ରତ୍ୟେକ…
ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି ନେଇ ଚିନ୍ତା କରାଯାଉଛି। ଜନ୍ମଠାରୁ ଆରମ୍ଭ କରି ଜୁଇ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୩୧ ତାରିଖରେ ସ୍କୁଲ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ ଚିଠି ଲେଖିଛନ୍ତି। ତେବେ ଅଗଷ୍ଟ ୧ରେ ସ୍କୁଲ ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।…
ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ୨ ତାରିଖ ପରେ ପୁନର୍ବାର ବର୍ଷା ହୋଇପାରେ । ମୁଣ୍ଡୁଳୀରେ ସନ୍ଧ୍ୟା…
ଭୁବନେଶ୍ବର: ଲଗାଣ ବର୍ଷା ପରେ ଉତ୍ତର ଓ ଉପକୂଳ ଓଡ଼ିଶାର ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଯାଜପୁରରେ କାଣୀ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ, ଆନନ୍ଦପୁର ରିଂ ରୋଡ୍ ବାମପାର୍ଶ୍ୱ ବନ୍ଧରେ ମଧ୍ୟ ୨୦ ମିଟରର ଘାଇ…