Month: July 2026

ଯାଜପୁରର 31 ପଞ୍ଚାୟତର 25 ହଜାର ଲୋକ ବନ୍ୟାରେ ପ୍ରଭାବିତ

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି । ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଜିଲ୍ଲାର ତିନିଟି ବ୍ଲକ ଯାଜପୁର, କୋରେଇ, ଦଶରଥପୁର ସର୍ବାଧିକ ପ୍ରଭାବିତ ହୋଇଛି । ଏନେଇ ଜିଲ୍ଲାପାଳ ଅମ୍ବର କୁମାର କର ଅଧିକାରୀମାନଙ୍କ ସହିତ…

ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସୁରକ୍ଷା ସଂଶୋଧନ ବିଲ୍ ପାରିତ

ନୂଆଦିଲ୍ଲୀ:’ବନ୍ଦେ ମାତରମ୍’କୁ ମିଳିବ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଆଗତ ‘ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍–୨୦୨୬’ ବୁଧବାର ରାଜ୍ୟସଭାରେ ପାରିତ ହୋଇଛି।ବିଲ୍ ପାସ୍ ହେବା ପରେ…

ମହାନଦୀରେ ଆସୁଛି ବନ୍ୟା

ଭୁବନେଶ୍ବର : ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ, ମହାନଦୀ ଓ ଏହାର ପ୍ରମୁଖ ଉପନଦୀ ତେଲ ନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦରୁ ଖଇରମାଳ ଏବଂ ବରମୂଳ…

ବନ୍ୟା: ପାଣି ଘେରରେ ୧୫୯୧ ଗାଁ

ଭୁବନେଶ୍ୱର: ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲା ଅଧିକ ପ୍ରଭାବିତ ହୋଇଛି। ବୁଧବାର ଅପରାହ୍ଣ ସୁଦ୍ଧା ଉକ୍ତ ୫ଟି ଜିଲାର ୫୪ଟି ବ୍ଲକ୍, ୩୭୯ଟି ଗ୍ରାମ ପଞ୍ଚାୟତ, ୬ଟି ସହରାଞ୍ଚଳ, ୧୫୯୧ଟି ଗ୍ରାମ…

ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ‘ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ମୁଁ ଏବଂ ମୋ ସରକାର ପ୍ରତିଟି ମୁହୂର୍ତ୍ତରେ ସିଧାସଳଖ ନଜର ରଖିଛୁ। ବନ୍ୟାରେ କ୍ଷତିଗ୍ରସ୍ତ ପ୍ରତ୍ୟେକ…

ବିପଦ ସଂକେତ ଉପରେ ବୈତରଣୀ ଓ ସାଳନ୍ଦୀ

ଚାରିଆଡ଼େ ଖାଲି ପାଣି ଆଉ ପାଣି। ଯୁଆଡ଼େ ଚାହିଁବେ ବନ୍ୟା। କେଉଁଠି ଜଳବନ୍ଦୀ ଗାଁ ଆଉ କେଉଁଠି ବନ୍ୟା ଆଁରେ ଦୁର୍ବିସହ ଜୀବନ । ଉତ୍ତର ଓଡ଼ିଶା ହୋଇପଡ଼ିଛି ଜଳାର୍ଣ୍ଣବ। ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ଓ ସାଳନ୍ଦୀ। ବିପଦ…

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବର୍ଷାରୁ ନିସ୍ତାର ନାହିଁ । ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ତେବେ ଉପକୂଳ ପାଇଁ ପାଣିପାଗ କେନ୍ଦ୍ର ଆଶ୍ବସ୍ତିକର ଖବର ଦେଇଥିବାବେଳେ ପଶ୍ଚିମ ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ ଜାରି ହୋଇଛି । ଆଜି ବରଗଡ଼ ଜିଲ୍ଲାରେ…

ହୀରାକୁଦର ବଢ଼ୁଛି ଜଳସ୍ତର

ଉପରମୁଣ୍ଡରେ ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୩୯ ଫୁଟରେ ପହଞ୍ଚିଥିବା ବେଳେ ଆଗାମୀ ସମୟରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଲଗାତାର ବର୍ଷା ଯୋଗୁଁ ମହାନଦୀ…

ଯୁବକଙ୍କୁ ଦଳିଦେଲା ହାତୀ

ଘୁ.ଉଦୟଗିରି:ଗତ ରାତିରେ ଜଣେ ଆଦିବାସୀ ଯୁବକଙ୍କୁ ଦଳି ଦେଇଛି ହାତୀ। କନ୍ଧମାଳଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଡ଼ଙ୍ଗାଏଯୁ ଗ୍ରାମର ପ୍ରଦୀପ ପ୍ରଧାନ ଓ ତାଙ୍କ ପରିବାର ନିଜ କ୍ଷେତକୁ ଚାଷ କରିବା ପାଇଁ ଆସିଥିଲେ।ସନ୍ଧ୍ୟା ସମୟରେ ସ୍ତ୍ରୀ ଶୁଭଲତା ପ୍ରଧାନ ଓ…

ଆସାମ ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ପଠାଇଲେ ସଲମାନ ଖାନ୍

ନୂଆଦିଲ୍ଲୀ: ବନ୍ୟା ପୀଡିତଙ୍କୁ ରିଲିଫ୍ ପଠେଇଲେ ଅଭିନେତା ସଲମାନ ଖାନ୍ । ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ବ୍ୟାପକ ଧନ-ଜୀବନ କ୍ଷତି ହୋଇଛି । ପୀଡ଼ିତଙ୍କୁ ଉପଷମ ସାମଗ୍ରୀ ପହଞ୍ଚାଇବାକୁ ବିଭିନ୍ନ ସ୍ଥାନରୁ ସାହାଯ୍ୟ ଆସୁଛି । ଏଥିରେ ବଲିଉଡ୍…