ଆସୁଛି ଲଘୁଚାପ, ୭ ତାରିଖ ଯାଏ ପ୍ରବଳ ବର୍ଷିବ
ଭୁବନେଶ୍ୱର: ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ବାକି ସ୍ଥାନରେ ବି ଭୀଷଣ ବର୍ଷିବ। ପାଣିପାଗ ବିଭାଗ ଏଭଳି ଆଶା…
ଭୁବନେଶ୍ୱର: ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ବାକି ସ୍ଥାନରେ ବି ଭୀଷଣ ବର୍ଷିବ। ପାଣିପାଗ ବିଭାଗ ଏଭଳି ଆଶା…
ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ (ସବ୍-ଇନ୍ସପେକ୍ଟର)ପରୀକ୍ଷା ହେବ । ବୁଧବାର ଏହି ସୂଚନା ଦେଇଛନ୍ତି ଓଡିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ୍ ସିଲେକ୍ସନ କମିଶନ (ଓୟୁଏସଏସଏସସି) ଅଧ୍ୟକ୍ଷ ରଶ୍ମିରଂଜନ ସ୍ୱାଇଁ । ସେ କହିଥିଲେ, ପ୍ରଶ୍ନପତ୍ର ଲିକ୍ ପାଇଁ…
ଭୁବନେଶ୍ଵର : ଝାରପଡା ଜେଲରେ ଏଡ୍ସ ଆତଙ୍କ। ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା । କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଜଣେ ଅଭିଯୁକ୍ତ ଏଡସ୍ ଆକ୍ରାନ୍ତ ବୋଲି ଜଣାପଡିଛି । କୋଚିଂ ସେଣ୍ଟରରେ…
ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ। ଆସନ୍ତାକାଲି ଓଡ଼ିଶା ଆସିଥାନ୍ତେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କିଛି ଗୁରୁତ୍ବପୂର୍ଣ୍ଣ କାମ ପାଇଁ ୩ ଦିନିଆ ଓଡ଼ିଶା ଗସ୍ତ ବାତିଲ କରାଯାଇଛି। ପରବର୍ତ୍ତୀ ସମୟ ଅମିତ ଶାହଙ୍କ ଗସ୍ତ…
ଭୁବନେଶ୍ଵର : ଓଡ଼ିଶାରେ ଦେଶର ବୃହତ୍ତ ବିଦେଶୀ ପୁଞ୍ଜି ନିବେଶ। ଆଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ଓଡ଼ିଶାରେ ନିବେଶ କରିବ ୧ ଲକ୍ଷ ୧ ହଜାର କୋଟି। ଏହା ରାଜ୍ୟର ଖଣି କ୍ଷେତ୍ରରେ ବଡ଼ ବିଦେଶୀ ପୁଞ୍ଜିନିବେଶ…
ନର୍ଲା: ନର୍ଲାରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ । ନର୍ଲା ସ୍ୱାଭିମାନ ମଞ୍ଚର ଆହ୍ୱାନରେ ଆଜି ସକାଳୁ ଆରମ୍ଭ ହୋଇଛି ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ । ଏହି ରୁଟରେ ଚାଲୁଥିବା ଟ୍ରେନର ରହଣି ଦାବୀ କରି ଆନ୍ଦୋଳନ…
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ସ୍ବାଇଁ ହତ୍ୟା ମାମଲାରେ ଦୁଇ ଦିନ ରିମାଣ୍ଡରେ ଆସିଲେ ତିନି ଅଭିଯୁକ୍ତ । ପୁଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି…
କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାଦୁର୍ନୀତିର ପର୍ଦାଫାସ୍। ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ ମନରେଗାରେ ମିଥ୍ୟା ବିଲ କରି ୩୮ ଲକ୍ଷରୁ ଅଧିକ…
ପୁରୁଷୋତ୍ତମପୁର: ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ତାରାତାରିଣୀ ପୀଠ ନିକଟ ଲକ୍ଷ୍ମୀପ୍ରିୟା ହୋଟେଲ ତଳୁ ଆଜି ଜଣେ ଯୁବକଙ୍କ ଶବ ଠାବ ହୋଇଛି। ମୃତକ ଜଣକ ହେଲେ ପୁରୀର ମନୋଜ ସ୍ବାଇଁ। ମନୋଜ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତାରାତାରିଣୀ…
ନୂଆଦିଲ୍ଲୀ: ଟ୍ରେଣ୍ଟ ଅଧ୍ୟକ୍ଷ ପଦରୁ ଓହରିବାର ସପ୍ତାହକ ପରେ ନୋଏଲ ଟାଟା ଭୋଲଟାସ୍ର ଅଧ୍ୟକ୍ଷ ପଦରୁ ମଧ୍ୟ ଓହରିବା ନେଇ ଘୋଷଣା କରିଛନ୍ତି। ଭୋଲଟାସ୍ର ୭୨ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍ବୋଧନ ଦେବା ସମୟରେ ୬୯ ବର୍ଷୀୟ ନୋଏଲ ଅଂଶଧାରୀମାନଙ୍କୁ କହିଛନ୍ତି…