Month: July 2026

ଜାପାନରୁ ଆସିଲା ଅଧିକ ପୁଞ୍ଜି

ଭୁବନେଶ୍ବର: ରାଜ୍ୟର ଇସ୍ପାତ ଶିଳ୍ପରେ ଜାପାନର ପୁଞ୍ଜିନିବେଶ ବୃଦ୍ଧି ପାଇଛି। ସମ୍ବଲପୁରରେ ଥିବା ‘ଜେଏସ୍‌ଡବ୍ଲ୍ୟୁ ଜେଏଫ୍‌ଇ କଳିଙ୍ଗ’ ପ୍ରକଳ୍ପରେ ଜାପାନର ଜେଏଫ୍‌ଇ ଷ୍ଟିଲ୍‌ ଅତିରିକ୍ତ ୭,୮୭୫ କୋଟି ଟଙ୍କା ନିବେଶ କରି ଆଉ ୨୫ ପ୍ରତିଶତ ଅଂଶଧନ ହାସଲ କରିଛି। ଫଳରେ…

‘ପ୍ରଳୟ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ରଣବୀର ସିଂହ

ମୁମ୍ବାଇ: ‘ଧୁରନ୍ଧର’ ଓ ‘ଧୁରନ୍ଧର ୨’ର ସଫଳତା ପରେ ବଲିଉଡ୍ ଅଭିନେତା ରଣବୀର ସିଂହ ଏବେ ନିଜର ଆଗାମୀ ଫିଲ୍ମ ‘ପ୍ରଳୟ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ, ଚଳିତ ବର୍ଷ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆରେ ଏହାର ସୁଟିଂ ଆରମ୍ଭ ହେବ।…

ବିବାହ ପୂର୍ବରୁ ପୁଅଝିଅ ଏକାଠି ସମୟ ବିତାଇବା ଉଚିତ: ଜୀନତ୍‌ ଅମାନ୍‌

ଅଭିନେତ୍ରୀ ଜୀନତ୍‌ ଅମାନ୍‌ ଲିଭ୍‌-ଇନ୍‌ ସମ୍ପର୍କ ସପକ୍ଷରେ ତାଙ୍କର ମତକୁ ପୁଣି ଥରେ ଦୋହରାଇଛନ୍ତି। ନିକଟରେ ଏକ ସାକ୍ଷାତ୍‌କାର ଦେଇ ସେ ଯୁକ୍ତି ବାଢ଼ିଛନ୍ତି ଯେ ବିବାହ ପରି ଯାବଜ୍ଜୀବନ ଆଇନଗତ ନିଷ୍ପତ୍ତି ନେବା ପୂର୍ବରୁ ପୁଅଝିଅ ଏକାଠି ସମୟ ବିତାଇବା…

ରାଜନାଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ଲୋକସଭାରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ। ମଙ୍ଗଳବାର ବେଣୁଗୋପାଳ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଗୃହ ପରିଚାଳନା ନିୟମ ୨୨୩ ଅନୁଯାୟୀ ରାଜନାଥଙ୍କ…

ଭିମସାର ଅଧୀକ୍ଷକ ଗିରଫ

ଭୁବନେଶ୍ଵର:ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକ ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କୁ ଗିରଫ କଲା ଭିଜିଲାନ୍ସ। ମଙ୍ଗଳବାର ଅଶ୍ୱିନୀଙ୍କର ବିଭିନ୍ନ ସ୍ଥାନରେ ଥିବା ଘରଗୁଡିକରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା।…

ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଖୁବଶୀଘ୍ର ଯୋଗାଇ ଦିଆଯିବ: ଗଣଶିକ୍ଷା ସଚିବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ଥିରୁମାଲା ନାୟକ ସ୍ପଷ୍ଟ କରିଛନ୍ତି। ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା…

ବହିରେ ତ୍ରୁଟି: ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା

ନବରଙ୍ଗପୁର : ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟି ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନବରଙ୍ଗପୁର ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ। ବର୍ଷା ଯୋଗୁଁ ଘଣ୍ଟାଏ ବିଳମ୍ବରେ ବନ୍ଦ…

ପୀତବାସ ହତ୍ୟା ମାମଲା: ହତ୍ୟା ଦଫାରୁ ‘ବିକ୍ରମ’ ବାଦ

ବ୍ରହ୍ମପୁର: ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ। ହତ୍ୟା ଦଫାରୁ ବାଦ ପଡ଼ିଲେ ବିକ୍ରମ ପଣ୍ଡା। ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫାକୁ ବାଦ ଦିଆଯାଇଛି। ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ…

କଳାବ୍ୟାଚ ପିନ୍ଧିଲେ ଡାକ୍ତର, ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର: ଡାକ୍ତର ଦିବସରେ କଳାବ୍ୟାଚ ପିନ୍ଧିଲେ ଡାକ୍ତର। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍-OMSA ପକ୍ଷରୁ ଧାରଣା। କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତର। OMSA ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଛି।କେନ୍ଦ୍ରୀୟ ବେତନ ଗଠନ…

ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ୍

ନୂଆଦିଲ୍ଲୀ: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳିଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ…