Month: September 2026

ରାଜ୍ୟରେ ସ୍ବାଭାବିକଠାରୁ ୩୦% ଅଧିକ ବର୍ଷା

ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବରେ ସମଗ୍ର ଦେଶରେ ନିଅଣ୍ଟିଆ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ନିଅଣ୍ଟିଆ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ, ଚଳିତବର୍ଷ ପ୍ରଶାନ୍ତ ମହାସାଗରରେ ଏଲ୍‌-ନିନୋ ପ୍ରଭାବ ସତ୍ତ୍ବେ…

ନିମ୍ନମାନର ତେଲ ଓ ଚିନି ସିରା:୧୪ କ୍ୱିଣ୍ଟାଲ ଖଜା ନଷ୍ଟ

ପୁରୀ : ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ପୁରୀ ଖଜା। ନିମ୍ନମାନର ତେଲ ଓ ୭ ଦିନର ଚିନି ସିରା ବ୍ୟବହାର କରାଯାଉଛି। ବାହାର ଚକଚକ୍ କରୁଥିବା ବେଳେ ଭିତରେ ଫିମ୍ପି ମାରିଗଲାଣି। ମଙ୍ଗଳବାର ୭ଟି ଖଜା ଭାଟିରେ ଚଢ଼ଉ ବେଳେ…

ଏକ ସୁ-ପୋଷିତ ଓଡିଶା ପାଇଁ ସରକାର ପ୍ରତିବଦ୍ଧ : ମୁଖ୍ୟମନ୍ତ୍ରୀ

-ରାଜ୍ୟସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବ -ପିଲାମାନଙ୍କ ସହିତ କଥା ହେଲେ, ସ୍କୁଲ କିଟ୍ ପିନ୍ଧାଇଦେଲେ, ଖାଦ୍ୟ ପରଷିଲେ ମୁଖ୍ୟମନ୍ତ୍ରୀ -ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସର ଶ୍ରେୟ ଅଙ୍ଗନବାଡ଼ି ଓ…

ସହକାରୀ ଯନ୍ତ୍ରୀଙ୍କ ଘରୁ ୫ ଲକ୍ଷ ୧୫ ହଜାର ୨୦୦ ଟଙ୍କା ଜବତ

ଯାଜପୁର: ଆକ୍ସନ ମୁଡରେ ଭିଜିଲାନ୍ସ ବିଭାଗ । ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ । ଜାଲରେ ପଡ଼ିଲେ ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ । ବନ୍ଦିତା ଦାଶଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଜଗତପୁର ସ୍ଥିତ ବାସଭବନରୁ ୫ ଲକ୍ଷ…

ମୁକୁଳା ଡ୍ରେନରେ ପଡ଼ି ଯୁବକ ମୃତ

ଭଦ୍ରକ : ମୁକୁଳା ଡ୍ରେନ୍ ନେଲା ଜୀବନ। କେନାଲରେ ପଡ଼ି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ବାଇପାସ୍ ସ୍ଥିତ ସାଳନ୍ଦୀ କେନାଲ ଡିଭିଜନ ଅଫିସ ପରିସରରେ । ସୂଚନାଅନୁସାରେ,ସଜନା ଗଛରୁ ଶାଗ ତୋଳିବା ବେଳେ…

ସିଏଜି ରିପୋର୍ଟ: “ଆମେ କାହାକୁ ଭୟ କରୁନୁ”

ଭୁବନେଶ୍ଵର: ସିଏଜି ରିପୋର୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଯଦି ସିଏଜି ଏପରି ରିପୋର୍ଟ ଦେଇଛନ୍ତି ତାର ଅନୁଧ୍ୟାନ କରାଯାଉ । ଯଦି ଆଗରୁ ଡକାୟିତ ହୋଇଥିଲା ତାକୁ ଆଳ କରି…

ବିଚାରାଧୀନ ଅବସ୍ଥାରେ ସିଡିପି ଭିଜନ ୨୦୨୪

ଭୁବନେଶ୍ୱର: ଏକ ସମ୍ପୂର୍ଣ୍ଣ ବୈଧାନିକ ପ୍ରକ୍ରିୟା ସମାପ୍ତ କରିବା ସତ୍ତ୍ୱେ ବିସ୍ତାରିତ ଯୋଜନା କ୍ଷେତ୍ର ପାଇଁ ବ୍ୟାପକ ବିକାଶ ଯୋଜନା(ସିଡିପି) ଭିଜନ ୨୦୪୦ର ଚୂଡ଼ାନ୍ତ ବିଜ୍ଞପ୍ତି ଅବ୍ୟବହୃତ ଭାବରେ ବିଚାରାଧୀନ ରହିଛି ।ଯୋଜନା ପ୍ରକ୍ରିୟା ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ମାଇଲଖୁଣ୍ଟ ଅତିକ୍ରମ…

ସ୍ଥଗିତ ହୋଇନି OSSTET, ଆସନ୍ତାକାଲି ହେବ ପରୀକ୍ଷା

ସ୍ଥଗିତ ହୋଇନି OSSTET, ଆସନ୍ତାକାଲି ହିଁ ପରୀକ୍ଷା ହେବ । କାଲି OSSTET ହେବା ନେଇ ସ୍ପଷ୍ଟ କଲେ ବୋର୍ଡ ସଭାପତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି OSSTET ପରୀକ୍ଷା ହେବ । କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ବାସ…

ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍‌ର ବିକ୍ଷୋଭ

ଭୁବନେଶ୍ୱର : ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍‌ର ବିଶାଳ ବିକ୍ଷୋଭ। କେନ୍ଦ୍ର ସରକାରଙ୍କ ଖଣି ନୀତି ଏବଂ ଏମ୍‌ଏମ୍‌ଡିଆର ସଂଶୋଧନ ବିଲ୍‌କୁ ବିରୋଧ କରି ଆଜି ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ବିଶାଳ ବିକ୍ଷୋଭ କରାଯାଉଛି। ମାଷ୍ଟର କ୍ୟାଣ୍ଟିନ୍ ଛକରୁ ପଟୁଆର ବାହାରି…

୮ରେ ଓଡ଼ିଶା ବନ୍ଦ ଡାକରା

ରାଜ୍ୟରେ ଶାସକ ବିଜେପି ସରକାର ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ ଓ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆସନ୍ତା ଅକ୍ଟୋବର ୮ ତାରିଖରେ ସମଗ୍ର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିବାଦୀୟ…