Author: jagrata orissa

ହସ୍ପିଟାଲର କ୍ଵାର୍ଟର୍ସରୁ ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ

ନୂଆପଡ଼ା: ନୂଆପଡା ଧରମବନ୍ଧା ସରକାରୀ ହସ୍ପିଟାଲର କ୍ଵାର୍ଟର୍ସ ଭିତରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଯୁବତୀ ଜଣକ ଧରମବନ୍ଧା ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବରେ କାମ କରୁଥିଲେ। ଘଟଣାସ୍ଥଳରେ ଧରମବନ୍ଧା ପୁଲିସ ଛାନଭିନ୍ କରୁଛି। ମୃତ୍ୟୁର କାରଣ ଜଣାପଡିନାହିଁ । ଆବଶ୍ୟକ ପଡିଲେ…

ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଠାବ

ବାରିପଦା: ଶିମିଳିପାଳ ଦକ୍ଷିଣ ଡିଭିଜନର ଉପରବାରାହା କାମୁଡା ରେଞ୍ଜରେ ବିରଳ ପ୍ରଜାତି କଳା ବାଘୁଣୀର ମୃତଦେହ ଠାବ ହୋଇଛି l ଗତ ୬ ତାରିଖ ସନ୍ଧ୍ୟା ୫ ଟା ସମୟରେ ପାଟ୍ରୋଲିଂ କରୁଥିବା ଷ୍ଟାଫ୍ ପ୍ରାୟ ୫ ବର୍ଷର ଏକ ମାଈ…

ହେଲାନି ନୂଆ ଡିଜିପି ନାଁ ଚୂଡ଼ାନ୍ତ

କଟକ: ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବେ ସେ ନେଇ ପ୍ରସ୍ତୁତ ହେବାକୁ ଥିବା ୩ ଜଣିଆ ସମ୍ଭାବ୍ୟ ସଂକ୍ଷିପ୍ତ ନାମ ତାଲିକା ଶୁକ୍ରବାର ଚୂଡ଼ାନ୍ତ ହୋଇପାରିନାହିଁ । ତାଲିକା ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବସିଥିବା ଉଚ୍ଚସ୍ତରୀୟ ୟୁପିଏସ୍‌ସି ଚୟନ କମିଟି…

ଜଣେ ଶିକ୍ଷକରେ ଚାଲିବନି ସ୍କୁଲ ! ୧୫ ଦିନରେ ନିଯୁକ୍ତ ହେବେ ନୂଆ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ଜଣେ ଶିକ୍ଷକ ବିଶିଷ୍ଟ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତିକୁ ସରକାର ଗୁରୁତର ସହ ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା…

ବିଜୟଙ୍କ ହେବନି ବିବାହ ବିଚ୍ଛେଦ ; ମାମଲା ପ୍ରତ୍ୟାହାର କଲେ ପତ୍ନୀ

ଚେନ୍ନାଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ (ଅଭିନେତା) ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ମଧ୍ୟରେ ଛାଡପତ୍ର ମାମଲାରେ ଶୁକ୍ରବାର ବଡ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଅନେକ ଦିନ ଧରି ଏହି ମାମଲା କୋର୍ଟରେ ଚାଲିଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ସଙ୍ଗୀତା…

ୟୁପିଆଇ ଉପରେ ଶୁଳ୍କ ; ସାଧାରଣ ଗ୍ରାହକ ଓ ଛୋଟ ବ୍ୟବସାୟୀଙ୍କୁ ଛାଡ଼

ନୂଆଦିଲ୍ଲୀ : ସମ୍ପ୍ରତି ୟୁପିଆଇ କାରବାର ଉପରେ ଶୁଳ୍କ ଧାର୍ଯ୍ୟ କରାଯିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭବିଷ୍ୟତରେ ଯଦି ୟୁପିଆଇ ଉପରେ କୌଣସି ଶୁଳ୍କ ଲାଗୁ ହୁଏ ତେବେ ଏହା…

ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ-୨୦୨୬ ; ୪୩,୪୩୭ କୋଟିର ନିବେଶ ପ୍ରସ୍ତାବ

ନୂଆଦିଲ୍ଲୀ/ଭୁବନେଶ୍ୱର : ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉଛି ଆମର କୃଷକଙ୍କ ସମୃଦ୍ଧି, ଗ୍ରାମାଞ୍ଚଳର ରୂପାନ୍ତର ଏବଂ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ଏକ ସେତୁ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ପସନ୍ଦଯୋଗ୍ୟ ଲକ୍ଷ୍ୟ ସ୍ଥଳ ହେବାକୁ ଓଡ଼ିଶା ପ୍ରସ୍ତୁତ ରହିଛି। ଏହି…

୧୦ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର :ଆସନ୍ତା ସୋମବାର ଅଗଷ୍ଟ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସାଧାରଣ ପ୍ରଶାସନ ଓ…

ରାଜ୍ୟପାଳଙ୍କ ଆହ୍ବାନ: ସପ୍ତାହକୁ ଥରେ ହାତବୁଣା ବସ୍ତ୍ର ପିନ୍ଧ

ଭୁବନେଶ୍ୱର : ହସ୍ତତନ୍ତକୁ ଜୀବନଶୈଳୀର ଅଂଶ କରିବା ସହ ସପ୍ତାହକୁ ଅନ୍ତତଃ ଥରେ ହାତବୁଣା ବସ୍ତ୍ର ପରିଧାନ କରି ବୁଣାକାରଙ୍କୁ ସମର୍ଥନ ଦେବା ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ…

ପୁଣି ଆସୁଛି ବଡ଼ବର୍ଷା

ଭୁବନେଶ୍ବର : ରାଜ୍ୟରୁ ବନ୍ୟା ଦୁର୍ଦଶା ଯାଇ ନଥିବା ବେଳେ ପଛକୁ ପଛ ଆସୁଥିବା ୨ ଲଘୁଚାପ ଯୋଗୁଁ ପୁଣି ଏକ ବଡ଼ବର୍ଷା ଆସୁଛି। ଏହା ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି। ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ…