Author: jagrata orissa

ପୁଣି ଆସୁଛି ବଡ଼ବର୍ଷା

ଭୁବନେଶ୍ବର : ରାଜ୍ୟରୁ ବନ୍ୟା ଦୁର୍ଦଶା ଯାଇ ନଥିବା ବେଳେ ପଛକୁ ପଛ ଆସୁଥିବା ୨ ଲଘୁଚାପ ଯୋଗୁଁ ପୁଣି ଏକ ବଡ଼ବର୍ଷା ଆସୁଛି। ଏହା ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି। ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ…

ଭାରତ ସମେତ ୫ ଦେଶ ଉପରେ ୧୦୦ % ଟାରିଫ୍ ଲଗାଇବ ଆମେରିକା!

ନୂଆଦିଲ୍ଲୀ : ରୁଷରୁ ତେଲ କିଣିବା ପଡ଼ିପାରେ ମହଙ୍ଗା। ପୁଣି ଭାରତ ଉପରେ ଲାଗି ପାରେ ୧୦୦ ପ୍ରତିଶତ ଟାରିଫ୍। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅନେକ ଦେଶ ଉପରେ ଶୁଳ୍କ ଲଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି। ସେନେଟରେ…

ଓଡ଼ିଶାକୁ ରେଡ୍‌ ଓ୍ବାର୍ନିଂ ଜାରି, ୧୨ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ…

ଓଡ଼ିଶା ନୂଆ ଡିଜି ଚୟନ : ଆଜି UPSC ଚୟନ କମିଟି ବୈଠକ

ଆଜି UPSC ଚୟନ କମିଟି ବୈଠକ। ଓଡ଼ିଶା ନୂଆ ଡିଜି ଚୟନ ନେଇ ଦିଲ୍ଲୀରେ ବସିବ UPSC ଚୟନ କମିଟି ବୈଠକ। ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନୁଯାୟୀ UPSC ଚେୟାରମ୍ୟାନ୍ ଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।ବୈଠକରେ ଯୋଗ ଦେବେ ମୁଖ୍ୟ ଶାସନ…

ଭାବିପତ୍ନୀଙ୍କୁ ହାର ଦେବା ପାଇଁ ଲୁଟ,ଜେଲ୍ ଗଲା ଯୁବକ

ଭୁବନେଶ୍ୱର: ଭାବିପତ୍ନୀଙ୍କୁ ହାର ଦେବା ପାଇଁ ଲୁଟେରା ସାଜିଲା ଭାବିସ୍ୱାମୀ। ଯୁବତୀଙ୍କଠୁ ଲୁଟିନେଲା ଫୋନ। ସିସିଟିଭି ଫୁଟେଜ ଆଧାରରେ ଧରାପଡ଼ି ଜେଲ୍ ଗଲା ଯୁବକ। ତେବେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପି ନେଇଥିବା ଅଭିଯୋଗରେ ଦୁଇ…

ମେଟା ଉପରେ ୫ ହଜାର କୋଟିର ଜରିମାନା ଲଗାଇଲେ ନ୍ୟୁ ମେକ୍ସିକୋ କୋର୍ଟ

ନୂଆଦିଲ୍ଲୀ; ମେଟାକୁ ବଡ଼ ଝଟକା ଲାଗିଛି । ମୋଟା ତଣ୍ଡ ଗଣିବା ମେଟା । ମେଟା’ ଉପରେ ଜରିମାନା ଲଗାଇଛନ୍ତି ନ୍ୟୁ ମେକ୍ସିକୋ କୋର୍ଟ । ୫୬୭ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୫ ହଜାର କୋଟିର ଜରିମାନା ଦେବାକୁ ଇନଷ୍ଟାଗ୍ରାମ…

ଖରିଫ ଧାନ ସଂଗ୍ରହ : ୩୧ ପର୍ଯ୍ୟନ୍ତ ଚାଲିବ ଚାଷୀ ପଞ୍ଜିକରଣ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।୨୦୨୬- ୨୭ ବର୍ଷ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର୍। ଏହି ପ୍ରକ୍ରିୟା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ। ଚାଷୀମାନେ ନିକଟସ୍ଥ ସମିତି କାର୍ଯ୍ୟାଳୟ କିମ୍ବା…

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ; ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ରେ ହେବେ ସାମିଲ

ଭୁବନେଶ୍ବର: ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବୃହତ୍ ନିବେଶ ଆକର୍ଷଣ ଲକ୍ଷ୍ୟରେ ଆୟୋଜିତ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ରାଜ୍ୟ ବାହାରେ…

ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅ ମୃତ

ଗଜପତି: ଶୋଇଥିଲେ ମା’ ପୁଅ । ମୃତ୍ୟୁ ରୂପରେ ମାଡି ଆସିଥିଲା ରଣା ସାପ । ସାପ କାମୁଡ଼ାରେ ଚାଲିଯାଇଛି ମାଆ ଓ ୭ ବର୍ଷର ପୁଅଙ୍କ ଜୀବନ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜଲାଙ୍ଗ…

୧୨ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ବର: ମୌସୁମୀ ଟ୍ରପ ସହ ଘୁର୍ଣ୍ଣିବଳୟର ସକ୍ରିୟତାକୁ ନେଇ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ଅନେକ ସ୍ଥାନରେ ଵର୍ଷା ସମ୍ଭାବନା ଥିବାବେଳେ ୩ ଘଣ୍ଟା ପାଇଁ ୧୨ଟି ଜିଲ୍ଲାକୁ ବିଜୁଳି ଏବଂ ଘଡଘଡ଼ି ସହ ଗୋଟିଏ ଦୁଇଟି…