Author: jagrata orissa

ବିପଦ ସଂକେତ ଉପରେ ବୈତରଣୀ ଓ ସାଳନ୍ଦୀ

ଚାରିଆଡ଼େ ଖାଲି ପାଣି ଆଉ ପାଣି। ଯୁଆଡ଼େ ଚାହିଁବେ ବନ୍ୟା। କେଉଁଠି ଜଳବନ୍ଦୀ ଗାଁ ଆଉ କେଉଁଠି ବନ୍ୟା ଆଁରେ ଦୁର୍ବିସହ ଜୀବନ । ଉତ୍ତର ଓଡ଼ିଶା ହୋଇପଡ଼ିଛି ଜଳାର୍ଣ୍ଣବ। ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ଓ ସାଳନ୍ଦୀ। ବିପଦ…

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବର୍ଷାରୁ ନିସ୍ତାର ନାହିଁ । ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ତେବେ ଉପକୂଳ ପାଇଁ ପାଣିପାଗ କେନ୍ଦ୍ର ଆଶ୍ବସ୍ତିକର ଖବର ଦେଇଥିବାବେଳେ ପଶ୍ଚିମ ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ ଜାରି ହୋଇଛି । ଆଜି ବରଗଡ଼ ଜିଲ୍ଲାରେ…

ହୀରାକୁଦର ବଢ଼ୁଛି ଜଳସ୍ତର

ଉପରମୁଣ୍ଡରେ ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୩୯ ଫୁଟରେ ପହଞ୍ଚିଥିବା ବେଳେ ଆଗାମୀ ସମୟରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଲଗାତାର ବର୍ଷା ଯୋଗୁଁ ମହାନଦୀ…

ଯୁବକଙ୍କୁ ଦଳିଦେଲା ହାତୀ

ଘୁ.ଉଦୟଗିରି:ଗତ ରାତିରେ ଜଣେ ଆଦିବାସୀ ଯୁବକଙ୍କୁ ଦଳି ଦେଇଛି ହାତୀ। କନ୍ଧମାଳଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଡ଼ଙ୍ଗାଏଯୁ ଗ୍ରାମର ପ୍ରଦୀପ ପ୍ରଧାନ ଓ ତାଙ୍କ ପରିବାର ନିଜ କ୍ଷେତକୁ ଚାଷ କରିବା ପାଇଁ ଆସିଥିଲେ।ସନ୍ଧ୍ୟା ସମୟରେ ସ୍ତ୍ରୀ ଶୁଭଲତା ପ୍ରଧାନ ଓ…

ଆସାମ ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ପଠାଇଲେ ସଲମାନ ଖାନ୍

ନୂଆଦିଲ୍ଲୀ: ବନ୍ୟା ପୀଡିତଙ୍କୁ ରିଲିଫ୍ ପଠେଇଲେ ଅଭିନେତା ସଲମାନ ଖାନ୍ । ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ବ୍ୟାପକ ଧନ-ଜୀବନ କ୍ଷତି ହୋଇଛି । ପୀଡ଼ିତଙ୍କୁ ଉପଷମ ସାମଗ୍ରୀ ପହଞ୍ଚାଇବାକୁ ବିଭିନ୍ନ ସ୍ଥାନରୁ ସାହାଯ୍ୟ ଆସୁଛି । ଏଥିରେ ବଲିଉଡ୍…

କଲେଜ ପିଲା ପଢିବେ ସେୟାର ମାର୍କେଟ ପାଠ

ଭୁବନେଶ୍ଵର : କଲେଜ ପିଲା ପଢିବେ ସେୟାର ମାର୍କେଟ ପାଠ। କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ। ଶେୟାର ମାର୍କେଟ, ବ୍ୟାଙ୍କିଙ୍ଗ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାର କ୍ଷେତ୍ରରେ ଦକ୍ଷ ଓ ଚାକିରି…

ପଶ୍ଚିମ ଓଡ଼ିଶାରେ ବର୍ଷାବିତ୍ପାତ, ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ପ୍ରକ୍ରିୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗଭୀର ଅବପାତ ଦୁର୍ବଳ ହୋଇ ଏବେ ‘ଅବପାତ’ରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ଏହା ସମ୍ବଲପୁର ଏବଂ…

ମହାନଦୀରେ ବଢୁଛି ଜଳସ୍ତର

କଟକ: ଲଘୁଚାପ ବର୍ଷା ପ୍ରଭାବରେ ମହାନଦୀରେ ବଢୁଛି ଜଳସ୍ତର। ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୬ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ତିର୍ତ୍ତୋଲ ବ୍ଲକର କୋଟକଣା, ମଣିଜଙ୍ଗା, ଆଦିବାସୀ ସାହି ଏବଂ କୁଜଙ୍ଗ ବ୍ଲକର ହରିପୁର ଗାଁରେ ବନ୍ୟା ଜଳ…

ବନ୍ୟା ବିତ୍ପାତ : ୬ ଜିଲ୍ଲାର ୪୪ ବ୍ଳକ୍ ପ୍ରଭାବିତ,୪ ମୃତ

ଭୁବନେଶ୍ବର: ଉତ୍ତର ଓଡ଼ିଶାରେ ବନ୍ୟା ବିତ୍ପାତ ଜାରି । ଜଳକା, ସାଳନ୍ଦୀ ଓ ବୈତରଣୀ ଉଗ୍ର ରୂପ ଧାରଣ କରିଛି । ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବନ୍ଧବାଡ଼ ଭାଙ୍ଗିଲାଣି ନଦୀ । ଜୁଆଡ଼େ ଚାହିଁବେ ଖାଲି ପାଣି ଆଉ…

ଲଗାଣ ବର୍ଷା: ଫୁଲିଛି ବୈତରଣୀ

ଯାଜପୁର: ଯାଜପୁରରେ ବନ୍ୟା ପରିସ୍ଥିତି। ଲଗାଣ ବର୍ଷାରେ ଫୁଲିଛି ବୈତରଣୀ ନଦୀ। କୋରେଇ ବ୍ଲକର ଗୌରପୁର, ରଣପୁର, ମୁକୁନ୍ଦପୁର, ବନ୍ଦାଳ, ମୁଳାପାଳ ପଞ୍ଚାୟତରେ ପଶିଛି ବନ୍ୟାଜଳ। ଅନେକ ଗାଁର ଲୋକେ ପାଣି ଘେରରେ ରହିଛନ୍ତି। ପାଣି ବଢୁଥିବାରୁ ଗାଁ ଗୁଡ଼ିକ ବାହ୍ୟ…