Author: jagrata orissa

ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି, ସଂରକ୍ଷିତ ରହିବ ୩୫ ପୌରାଧ୍ୟକ୍ଷ ପଦ

ଭୁବନେଶ୍ୱର: ରାଜ୍ୟରେ ନୂତନ ଭାବେ ଗଠିତ ୩୫ଟି ପୌରସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ବିଜ୍ଞପ୍ତି ପ୍ରକାଶ କରିଛି…

ସ୍ତ୍ରୀଙ୍କ ଜନ୍ମଦିନରେ ସ୍ୱାମୀଙ୍କୁ ହତ୍ୟା!

ବାଲେଶ୍ୱର: ପତ୍ନୀଙ୍କ ଜନ୍ମଦିନ ପାଇଁ ଭୁବନେଶ୍ୱରରୁ ବାଲେଶ୍ୱର ଆସିଥିଲେ । ଧୁମ୍‌ଧାମରେ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା । ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ସେଲିବ୍ରେସନ୍ । ମାତ୍ର ପରେ ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ସମସ୍ତଙ୍କୁ ଚକିତ…

ରଥଯାତ୍ରା ଭିଡ଼ ଲୁଟେରାଙ୍କ ପାଇଁ ପୁଷମାସ: ୧୦୩ ଗିରଫ

ପୁରୀ: ରଥଯାତ୍ରା ଭିଡ଼ ଲୁଟେରାଙ୍କ ପାଇଁ ପୁଷମାସ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ରେ କରିଛନ୍ତି ଲୁଟ୍‌ପାଟ । ଗୋଟିଏ ପରେ ଗୋଟିଏ ଲୁଟ୍ କରି ଖସିଯାଉଥିବା ବେଳେ ଶତାଧିକ ଲୁଟେରାଙ୍କୁ କାବୁ କରିଛନ୍ତି ଶ୍ରଦ୍ଧାଳୁ । ସେମାନଙ୍କ ମଧ୍ୟରୁ କିଛି…

ପାକିସ୍ତାନ ସେନାର ୪୫ ଯବାନଙ୍କୁ ହତ୍ୟା

ଇସ୍‌ଲାମାବାଦ୍‌ : ବଲୁଚିସ୍ତାନକୁ ନେଇ ଚିନ୍ତାରେ ପଡ଼ିଛି ପାକିସ୍ତାନ ସରକାର। ବଲୁଚିସ୍ତାନରେ ବାରମ୍ବାର ପାକିସ୍ତାନ ସେନା ଉପରେ ଆକ୍ରମଣ ହେଉଛି। ବଲୁଚିସ୍ତାନ ଲେବରେସନ୍‌ ଆର୍ମି (ବିଏଲ୍‌ଏ) ତରଫରୁ ବାରମ୍ବାର ଆକ୍ରମଣରେ ବହୁସଂଖ୍ୟକ ପାକିସ୍ତାନ ସୈନିକ ପ୍ରାଣ ହରାଉଛନ୍ତି। ଏହି କ୍ରମରେ ଗୁରୁବାର…

ଲର୍ଡସରେ ଅବସର ନେଇପାରନ୍ତି ରୋହିତ

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟର ହିଟ୍‌ମ୍ୟାନ୍‌ ଭାବେ ପରିଚିତ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଓ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରୁ ଅବସର ନେଇ ସାରିଥିବାବେଳେ କେବଳ ଦିିନିକିଆ ଖେଳିବା ଜାରି ରଖିଛନ୍ତି। ୨୦୨୭ ଦିନିକିଆ ବିଶ୍ବକପ ଖେଳିବା ଲକ୍ଷ୍ୟ ରଖିଥିବା ରୋହିତଙ୍କ ଉକ୍ତ…

ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି

ବ୍ରହ୍ମପୁର :ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖ ରେ ଗଞ୍ଜାମ ଗସ୍ତରେ ଆସିବା କାର୍ଯକ୍ରମ ରହିଛି। କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ମିଳିନଥିଲେ ମଧ୍ୟ ୪ ତାରିଖ ରେ ଗଞ୍ଜାମର ତପ୍ତପାଣି ଠାରେ ଆଦିବାସୀ ଶବର…

ସ୍କାଏରୁଟ୍ ଏରୋସ୍ପେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘରୋଇ ଭାବରେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ-୧ର ପୃଥିବୀ କକ୍ଷପଥକୁ ପ୍ରଥମ ଉତକ୍ଷେପଣ ପୂର୍ବରୁ ଏହାର ନିର୍ମାତା ସ୍କାଏରୁଟ୍ ଏରୋସ୍ପେସକୁ ଶୁଭକାମନା ଜଣାଇଛନ୍ତି । ସେ ଏହାକୁ ଦେଶର ମହାକାଶ ଯାତ୍ରାରେ…

ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ

ପୁରୀ : ଜନ୍ମବେଦୀରେ ଲୀଳା କରୁଛନ୍ତି ମହାପ୍ରଭୁ। ଶନିବାର ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପ ବିଜେ କରିବେ। ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ବଡ ଠାକୁର, କାଳିଆ ସାଆନ୍ତେଙ୍କ ସହ ଭଉଣୀ ସୁଭଦ୍ରା। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ରତ୍ନପଲଙ୍କ ଆସିଛି।…

ରୁଟ୍‌ଙ୍କ ୯୯*; ଭାରତ ବିପକ୍ଷ ୨ୟ ଦିନିକିଆ ଜିତିଲା ଇଂଲଣ୍ଡ

କାର୍ଡିଫ୍‌ : ଜୋ ରୁଟ୍‌ଙ୍କ ଅପରାଜିତ ୯୯ ରନ୍‌ ବଳରେ ଗୁରୁବାର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବିଜୟୀ ହୋଇଛି। ଭାରତକୁ ୪ ୱିକେଟ୍‌ରେ ପରାସ୍ତକରି ୩ ମ୍ୟାଚ୍‌ର ଶୃଙ୍ଖଳାକୁ ଇଂଲଣ୍ଡ ୧-୧ କରିପାରିଛି। ବିରାଟ କୋହଲି ଓ ଶ୍ରେୟସ…

ସାପୁଆ ନଦୀର ବନ୍ୟା ଜଳ

ଆଠଗଡ଼: ଆଠଗଡ଼ରେ ସାପୁଆ ନଦୀର କରାଳ ବନ୍ୟା ଜଳ ପ୍ରଭାବିତ। ପୁରୁଣା କଟକ-ସମ୍ବଲପୁର ରାସ୍ତା ଉପରେ ବନ୍ୟା ଜଳ ପ୍ରଭାବିତ ହେବା ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ଆଠଗଡ ଦେଇ ଯାଇଥିବା ଏହି ରାସ୍ତାର ନଡୁଆ ପଡା ଠାରେ ବ୍ରିଜ ଉପରେ…